– ଧୃତି ଯୋଗରେ ଭଗବାନ ବିଷ୍ଣୁ ଙ୍କୁ ପୂଜା କରିବା ନିହାତି ଜରୁରୀ, ଏହାଦ୍ୱାରା ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ l ଆଜିର ଦିନରେ ବ୍ରାହ୍ମଣ ଙ୍କୁ ଭୋଜନ କରାଇବା ଆବଶ୍ୟକ l
– ଯୋଗିନୀ ଏକାଦଶୀ ରେ ତ୍ରିପୁଷ୍କର ଯୋଗ ର ନିର୍ମାଣ ହେଉଛି, ଏହି ଯୋଗ ରେ ଜୀବନ କୁ ନିରୋଗୀ ରଖିବା ପାଇଁ ବିଷ୍ଣୁ ଙ୍କ ନିକଟ ରେ ପ୍ରାର୍ଥନା କରିବା ଜରୁରୀ l
– ସର୍ବାର୍ଥ ସିଦ୍ଧି ଯୋଗ ଦ୍ୱାରା ଜୀବନ ରେ ସବୁକିଛି ହାସଲ କରାଯାଇ ଥାଏ , ତେଣୁ ଏହି ସଂଯୋଗ ଦ୍ୱାରା ଆପଣ ଶ୍ରୀହରି ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୃପା ମିଳିତ ଭାବରେ ପାଇପାରିବେ l
– ଶିବ ବାସ ଯୋଗ କାରଣରୁ ଏହିଦିନ ମହାଦେବ ଙ୍କ ନିକଟରେ ଅଭିଷେକ କରିବା ଆବଶ୍ୟକ l ଯେଉଁ କାରଣରୁ ଜୀବନ ରେ ଗ୍ରହ ମାନଙ୍କର ଶୁଭ ପ୍ରଭାବ ରହିବ l
– ଆଜିର ଦିନରେ ମହାଦେବ ଙ୍କ ନିକଟରେ ପାଣି ରେ ରାଶି ପକାଇ ମହାଦେବ ଙ୍କୁ ସମର୍ପଣ କରନ୍ତୁ, ଏହାଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l
– ଏକାଦଶୀ ଦିନ ବିଷ୍ଣୁ ସହସ୍ର ନାମ ପାଠ କରିବା ଖୁବ ଶୁଭ ଅଟେ, ଏହାଦ୍ୱାରା ଜୀବନ ର ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ l ଏବଂ ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ l