Odisha news

ଟିମ ଇଣ୍ଡିଆ ଟି ୨୦ ବିଶ୍ଵ ଚାମ୍ପିଅନ: ଶୁଭେଛା ଜଣାଇଥିଲେ ବାଲୁକା ଶିଳ୍ପୀ ସତ୍ୟ

0
ବ୍ରହ୍ମପୁର :  ଭାରତ କ୍ରିକେଟ ଟିମ ଦୀର୍ଘ ୧୭ ବର୍ଷ ପରେ ଭାରତ ଟି ୨୦ରେ ବିଶ୍ବ ଚାମ୍ପିଅନ ହୋଇଛି। ଭାରତ T20ରେ ଦକ୍ଷିଣ ଆଫ୍ରିକା କୁ ହରାଇ ବିଶ୍ଵ କପ ହତେଇଛି। ଭାରତ କ୍ରିକେଟ୍ ଦଳକୁ ଶୁଭେଚ୍ଛା ଜଣାଇ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିଜ ବାଲୁକା କଳା ମାଧ୍ୟମରେ ଭାରତର କ୍ୟେପଟେନ ରୋହିତ ଶର୍ମାଙ୍କ ପ୍ରତିଛବି କରିବା ସହ ଟ୍ରଫି, ତିରଙ୍ଗା ଅନ୍ୟ ଖେଳାଳି ମାନଙ୍କୁ ନେଇ ସତ୍ୟ ସେଣ୍ଡ ଆନିମେସନ ମାଧ୍ୟମ ରେ ଶୁଭେଛା ଜଣାଇ ଛନ୍ତି।‌ ଭାରତ ଟିମ ପକ୍ଷରୁ ସମସ୍ତେ ସବୁ ବେଳେ ଏମିତି ଖେଳି ବିଜୟୀ ହୋଇ ଦେଶର ନାମ ଓ ଗୈାରବକୁ ସବୁବେଳେ ଗୌରବାନ୍ବିତ କରି ଥାନ୍ତୁ ବୋଲି ସେ ଆଶ ପ୍ରକଟ କରିଛନ୍ତି।
Leave A Reply