Odisha news

କଂଗ୍ରେସ ର ସମୀକ୍ଷା ବୈଠକ ଓ ମିଶ୍ରଣ ପର୍ବ

0
କାକଟପୁର : କାକଟପୁର ବ୍ଲକ କଂଗ୍ରେସ ତରଫରୁ କଂଗ୍ରେସ ଅଫିସ  କାର୍ଯ୍ୟାଳୟ ଠାରେ କଂଗ୍ରେସ ର ସମୀକ୍ଷା ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ବିଧାୟକ ପ୍ରାର୍ଥୀ ବିଶ୍ଵଭୁଷଣ ଦାସ, କଂଗ୍ରେସ ର କାର୍ଯକାରିଣୀ ସଦସ୍ୟା ମିନାକ୍ଷୀ ନଟରାଜନ, କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି, ଜଗତସିଂହପୁର ଜିଲ୍ଲା  ଲୋକସଭା ପ୍ରଭାରୀ ରୋହିତ ରାୟ, ପୁରୀଜିଲ୍ଲା କୈବତ ମହାସଙ୍ଘ ସଭାପତି ଜୟନ୍ତ ବେହେରା, ସମ୍ପାଦକ ଭ୍ରମର ବର ବେହେରା, କୋଣାର୍କ ଏନ ସି ସଭାପତି ସୁବାଷ ଚନ୍ଦ୍ର ନାୟକ,ଉପେନ୍ଦ୍ର କାଣ୍ଡି, କାକଟପୁର ପଞ୍ଚାୟତ ସଭାପତି ନଳିନୀକାନ୍ତ ଦୀକ୍ଷିତ,ଗୋପ ବ୍ଲକ କଂଗ୍ରେସ ସଭାପତି ଭାସ୍କର ସେଠ, ଅସ୍ତରଙ୍ଗ ବ୍ଲକ ସଭାପତି ସୁକାନ୍ତ ମହାନ୍ତି, ସେକ ଲିୟାକତ, ଜଶୋବନ୍ତ ନାରାୟଣ ମହାନ୍ତି, ତପନ କାଣ୍ଡି, ଇରାକ ପାତ୍ର, ସୁକାନ୍ତ ପରିଡ଼ା, ଟୁକୁନା କାଣ୍ଡି, ଆଇନି ଉଦିନ ଖାଁ, ସେକ ଏନାମୁଲ, ପ୍ରମୁଖ  ଯୋଗଦେଥିଲେ l ଏହି ମିଶ୍ରଣ ପର୍ବରେ ଦେସ୍ଥଳୀ ଗ୍ରାମ ପଞ୍ଚାୟତ ର ଶଶିକାନ୍ତ ଆଚାର୍ଯ୍ୟ, ଦେବୀପ୍ରସାଦ ଆଚାର୍ଯ୍ୟ, ସୁବ୍ରଜିତ ଆଚାର୍ଯ୍ୟ, କପିଳେନ୍ଦ୍ର ଦାଶ, ବିର୍ତ୍ତୁଙ୍ଗ ଗ୍ରାମପଞ୍ଚାୟତ ର ଆଦର୍ଶ ନାୟକ, ଓମ ପ୍ରକାଶ ନାୟକ, ଜଳେଶ୍ୱପଡା ଗ୍ରାମ ପଞ୍ଚାୟତ ର ସୁଶାନ୍ତ ପରିଡା, ସୁହାଣପୁର ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ସନ୍ଧ୍ୟାରାଣୀ କାଣ୍ଡି, ଓଥକା ଗ୍ରାମ ପଞ୍ଚାୟତ ର ଉପେନ୍ଦ୍ର କାଣ୍ଡି, ଅବଦାନ ଗ୍ରାମ ପଞ୍ଚାୟତ ର ଯୁବ ନେତା ବିଚିତ୍ରାନନ୍ଦ ଦାଶ, କାକଟପୁର ବ୍ଲକ ପୂର୍ବତନ ସଭାପତି ଅବଦୁତ ସ୍ୱାଇଁ, ଜିତେନ୍ଦ୍ର ନାୟକ ପ୍ରମୁଖ ବିଧିବଦ୍ଧ ଭାବେ ଦଳରେ ଯୋଗଦେବା ସହ ଆଗାମୀ ନିର୍ବାଚନ ରେ ବିଶ୍ଵଭୁଷଣ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶପଥ ନେଇଥିଲେ l ବିଭିନ୍ନ ପଞ୍ଚାୟତ ରୁ ଶତାଧିକ କର୍ମୀ ମାନେ ଯୋଗଦେଥିଲେ l
Leave A Reply