ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ମହାଶିବରତ୍ରି ପାଳିତ ହୋଇଥାଏ l ଏହା ମହାଦେବ ଙ୍କର ଗୋଟିଏ ମୁଖ୍ୟ ପର୍ବ l ଚଳିତ ଥର ମହାଶିବରାତ୍ରୀ ଶ୍ରବଣ ନକ୍ଷତ୍ର , ସର୍ବଥା ସିଦ୍ଧି ଯୋଗ , ଅମୃତ ଯୋଗ ଘଟୁଥିବା କାରଣରୁ ବିଶେଷ ଫଳଦାୟୀ ଅଟେ l ଏହି ଯୋଗ ରେ ମହାଦେବଙ୍କ ର ରୁଦ୍ରାଭିଷେକ ଯୋଗ ଘଟିଥାଏ l
ଚଳିତ ବର୍ଷ ମହାଶିବରାତ୍ରୀ ମାର୍ଚ୍ଚ ମାସ ୮ ତାରିଖ ରେ ଅନୁଷ୍ଠିତ ହେବ l ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ମହାଦେବ ଭଗବାନ ବ୍ରହ୍ମଦେବ ଙ୍କ ଅଂଶ ରୁ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ l ଏବଂ ଅନ୍ୟ ଗୋଟିଏ ମାନ୍ୟତା ଅନୁସାରେ ମହାଦେବ ମାତା ପାର୍ବତୀ ଙ୍କୁ ବିବାହ କରିଥିଲେ l
* ଶିବରାତ୍ରୀ ଦିନ ଘରେ ପାରଦର ଶିବଲିଙ୍ଗ ର ସ୍ଥାପନା ଯୋଗ ରହିଛି l ଏହାକୁ ନିୟମିତ ପୂଜା କରିବା ଦ୍ୱାରା ଏହାଦ୍ୱାରା ଆମଦାନୀ ବୃଦ୍ଧି ହୋଇଥାଏ l
* ଶିବରାତ୍ରୀ ଦିନ ଗରିବ ଙ୍କୁ ଭୋଜନ କରାଇବା ଦ୍ୱାରା କଦାପି ଘରେ ଅନ୍ନ ର ଅଭାବ ହୋଇନଥାଏ l
* ପାଣି ରେ କଳା ରାଶି ମିଶାଇ ଶିବ ଲିଙ୍ଗ ରେ ଅଭିଷେକ କରି ଓଂ ନମଃ ଶିବାୟ ଜପ କରନ୍ତୁ l ଏହାଦ୍ୱାରା ମନକୁ ଶାନ୍ତି ମିଳିବ l
* ଶିବରାତ୍ରୀ ଦିନ ଶିବଲିଙ୍ଗ ଉପରେ ୨୧ ଟି ବେଲପତ୍ର ରେ ଚନ୍ଦନ ଲଗାଇ ଶିବ ଲିଙ୍ଗ ରେ ଅର୍ପଣ କରିବା ଦ୍ୱାରା ଏହାଦ୍ୱାରା ଇଚ୍ଛା ପୂରଣ ହୋଇଥାଏ l
* ଶିବରାତ୍ରୀ ଦିନ ନନ୍ଦୀ ବଳଦ କୁ ସବୁଜ ଘାସ ସେବନ କରାନ୍ତୁ , ଏହାଦ୍ୱାରା ଜୀବନ ରେ ସୁଖ ସମୃଦ୍ଧର ଆଗମନ ହୋଇଥାଏ l
* ଶିବରାତ୍ରୀ ଦିନ ମହାଦେବ ଙ୍କ ନିକଟରେ କଳା ରାଶି ଓ ଜ ଅର୍ପଣ କରନ୍ତୁ l ରାଶି ଅର୍ପଣ କରିବା ଦ୍ୱାରା ପାପ ର ବିନାଶ ହୋଇଥାଏ ଓ ଜ ଅର୍ପଣ କରିବା ଦ୍ୱାରା ସୁଖ ରେ ବୃଦ୍ଧି ହୋଇଥାଏ l
* ଯଦି ବିବାହ ରେ ସମସ୍ୟା ଆସୁଛି ତେବେ ଶିବରାତ୍ରୀ ଦିନ କ୍ଷୀର ରେ କେଶର ମିଶାଇ ଶିବ ଲିଙ୍ଗ ରେ ଅର୍ପଣ କରନ୍ତୁ l