Odisha news

ଆଜି ବିଶ୍ୱ ଏଡ଼ସ ଦିବସ

0

ଭଞ୍ଜନଗର,01/12 (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ) ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ବିଶ୍ୱ ଏଡ଼ସ ଦିବସ ପାଳିତ ହେଇଯାଇଛି, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଚିକିତ୍ସାଳୟ ମୁଖ୍ୟ ଚିକିତ୍ସାଧିକାରୀ ସୀତାଂଶୁ ଶେଖର ଶତପଥୀ ଯୋଗ ଦେଇଥିଲେ, ସାନମାନୀୟ ଅତିଥି ମାନଙ୍କ ମଧ୍ୟରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ କୃତିବାସ ବିଶ୍ୱାଳ, ପୂର୍ଣଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ଡାକ୍ତର ତଥା ନୋଡାଲ ଅଫିସର ଡ଼ ବି ପ୍ରଣାବାନନ୍ଦ ପାତ୍ର, ପରିଚାଳକ ବିଚିତ୍ରାନନ୍ଦ ପାଣିଗ୍ରାହୀ, ଲାଳସିଂ ସରପଞ୍ଚ ଶିବ ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ.

Leave A Reply