Odisha news

ଶୀତ ଋତୁରେ ବିଶେଷ ଭାବେ ରମ୍ ପିଇବାର ଦେଖିବାକୁ ମିଳିଥାଏ , କିନ୍ତୁ ଏହା କାହିଁକି ଶରୀରକୁ ଗରମ କରିଥାଏ

0

ଶୀତ ଋତୁ ଆସିବା ମାତ୍ରକେ ଲୋକେ ରମ ପିଇବା ଆରମ୍ଭ କରି ଦେଇ ଥାଆନ୍ତି l କୁହାଯାଏ ଯେ ରମ ସେବନ କରିବା ମାତ୍ରକେ ଶରୀର କୁ ଗରମ ଲାଗିଥାଏ l ତେଣୁ ଲୋକେ ରମ ର ମଜା ନେବା ସହ ଥଣ୍ଡା ରୁ ରକ୍ଷା ପାଇବା ପାଇଁ ରମ ସେବନ କରି ଥାଆନ୍ତି l କିନ୍ତୁ କଣ ଆପଣ ଜାଣିଛନ୍ତି କି ଏଭଳି କାହିଁକି ହୋଇଥାଏ ? କିନ୍ତୁ କଣ ଆପଣ କେତେବେଳେ ଭାବିଛନ୍ତି କି ଏହା କାହିଁକି ହୋଇଥାଏ l ଆସନ୍ତୁ ଜାଣିବା ଏହା ପଛର କାରଣ କଣ ରହିଛି l

– ମୋଲେ ଶେଜ ଦ୍ୱାରା ରମ ପ୍ରସ୍ତୁତ ହୋଇଥାଏ l ଏହା ଆଖୁ ରସରେ ଚିନି ପ୍ରସ୍ତୁତ କରିବା ସମୟରେ ଗାଢ଼ ରଙ୍ଗର ବାଇ ପ୍ରଡ଼କ୍ଟ ହୋଇଥଏ l ଯାହାକି ଫର୍ମେଣ୍ଟେଡ ହେବା ପରେ ଡାର୍କ କଲର ର ରମ ପ୍ରସ୍ତୁତ ହୋଇଥାଏ l

– କୋକଟେଲସ ଭାରତୀୟ ଯୁଟ୍ୟୁବାର ଚାନେଲ ର ସଂସ୍ଥାପକ ସଞ୍ଜୟ ଘୋଷ ଙ୍କ ମତରେ ଡାର୍କ ରମ ପ୍ରସ୍ତୁତ କରିବା ସମୟରେ ଏଥିରେ ଅଲଗା ପ୍ରକାରର ମୋଲେ ଶେଜ ମିଶ୍ରିତ ହୋଇଥାଏ l ଏହାଦ୍ୱାରା ରଙ୍ଗ ଗାଢ଼ା ହେବା ସହିତ ସୁଗନ୍ଧ ମଧ୍ୟ ଭଲ ଲାଗିଥାଏ l

– ଏହି କାରଣରୁ ଡାର୍କ ରମ ରେ ଅଧିକ କ୍ୟାଲୋରୀ ରହିଥାଏ l ଯାହାଦ୍ୱାରା ଏହା ଶରୀର କୁ ଗରମ ଦେଇଥାଏ l

– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଯେବେବି ରମ ସେବନ କରୁଛନ୍ତି ସୀମିତ ମାତ୍ରାରେ ସେବନ କରନ୍ତୁ , ନଚେତ ଏହା ହାର୍ଟ ପାଇଁ କ୍ଷତି କାରକ ହୋଇପାରେ l

Leave A Reply