Odisha news

ଆଜିଓ ଅଲ୍ ଷ୍ଟାର୍ସ ସେଲ୍ ଶୁଭାରମ୍ଭ ଘୋଷଣା; ୫୦୦ ନୂତନ ବ୍ରାଣ୍ଡ ଯୋଗ ହେବା ସହିତ ୧.୫ ମିଲିୟନ ରୁ ଉର୍ଦ୍ଧ୍ୱ ଷ୍ଟାଇଲକୁ ସଂପ୍ରସାରିତ

0

– ଆଜିଓ ଅଲ୍ ଷ୍ଟାର୍ସ ସେଲ୍ ୨୨ ସେପ୍ଟେମ୍ବର ୨୦୨୩ ରୁ ଆରମ୍ଭ ହେବଗ୍ରାହକମାନେ ୧୭ ସେପ୍ଟେମ୍ବର ୨୦୨୩ ରୁ ପ୍ରତିଦିନ  ଘଂଟାର ଲିମିଟେଡ୍ ଆକ୍ସେସ୍ ଲାଭ କରିଛନ୍ତି

ଶ୍ରଦ୍ଧା କପୁରବାଣୀ କପୁରବାଦଶାହ  ଜିମ୍ ସର୍ଭ ଏନ ଭଗ ଷ୍ଟାଇଲରେ ଫେରିଛନ୍ତି  ସେଲ୍ କ୍ୟାମ୍ପେନ ଫିଲ୍‌ମରେ ନିଜର ପ୍ରିୟ ବ୍ରାଣ୍ଡକୁ ପ୍ରଦର୍ଶିତ କରିଛନ୍ତି

ମିଡପ୍ରିମିୟମ ଏଥିନିକ୍ ସାଢ଼ୀ ବ୍ରାଣ୍ଡ ରିୱା କୁ ୨୦୦୦ଷ୍ଟାଇଲରେ ଶୁଭାରମ୍ଭ କରାଯାଇଛି

ସାରା ଭାରତରେ ୧୯,୦୦୦ ରୁ ଅଧିକ ପିନ କୋଡରେ ଗ୍ରାହକମାନେ ୫୫୦୦ ରୁ ଅଧିକ ବ୍ରାଣ୍ଡ ମଧ୍ୟରୁ କ୍ରୟ କରିପାରିବେ  ଏହା . ନିୟୁତ କ୍ୟୁରେଟେଡ ଫେସନ ଷ୍ଟାଇଲ୍ ପ୍ରଦାନ କରୁଛିଟପ୍ ବ୍ରାଣ୍ଡରେ ଏକ୍ସକ୍ଲୁସିଭ୍ ଡିଲ୍ ସହିତ ୫୦୯୦ରିହାତି ସୁବିଧା ରହିଛି 

ସେଲ୍ ସମୟରେ ଟପ୍ କ୍ରେତାମାନେ ପ୍ରତି  ଘଣ୍ଟାରେ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ରହିଛି ଯେଉଁଥିରେ ଆଇଫୋନ୍ ୧୪ ପ୍ରୋ ମାକ୍ସଆପଲ୍ ମାକ୍ ବୁକ୍ ଏୟାର ଏମ୨ପ୍ରାୟ  ଲକ୍ଷ ଟଙ୍କା ମୂଲ୍ୟର ସୁନା  ସାମସଙ୍ଗ ଏସ୨୩ ଅଲ୍‌ଟ୍ରା ରହିଛି

ଅଧିକ ସଂଚୟ ସୁଯୋଗଗ୍ରାହକମାନେ ଆଇସିଆଇସିଆଇ କ୍ରେଡିଟ୍  ଡେବିଟ୍ କାର୍ଡ଼ରେ ୧୦ପର୍ଯ୍ୟନ୍ତ ରିହାତି ସୁବିଧା ପାଇପାରିବେ 

ବାଙ୍ଗାଲୋର /ଭୁବନେଶ୍ୱର୨୧ ସେପ୍ଟେମ୍ବର୨୦୨୩: ଭାରତର ପ୍ରିମିୟମ ଫେସନ ଇ ଟେଲର ଆଜିଓ ଆଜି ଏହାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ଅଲ୍ ଷ୍ଟାର୍ସ ସେଲ୍‌’ ସମ୍ପର୍କରେ ଘୋଷଣା କରିଛି । ମାର୍କସ୍ ଆଣ୍ଡ ସ୍ପେନ୍‌ସର ଏବଂ ଲି ଓ ରାଙ୍ଗଲର ସହଭାଗିତାରେ କରାଯାଉଥିବା ଏହି ‘ଅଲ୍ ଷ୍ଟାର୍ସ ସେଲ୍‌’ ୨୨ ସେପ୍ଟେମ୍ବର ୨୦୨୩ ରୁ ଆରମ୍ଭ ହେଉଛି । ପୂର୍ବରୁ ଗ୍ରାହକମାନେ ୧୭ ସେପ୍ଟେମ୍ବର ୨୦୨୩ ରୁ ପ୍ରତିଦିନ ୬ ଘଂଟା ର ଲିମିଟେଡ୍ ଆକ୍ସେସ୍ ଲାଭ କରିଛନ୍ତି । ଆଜିଓ ଅଲ୍ ଷ୍ଟାର୍ସ ସେଲ୍ (ଏଏଏସଏସ୍‌) ଅବଧିରେ ଗ୍ରାହକମାନେ ୫୫୦୦ ରୁ ଅଧିକ ବ୍ରାଣ୍ଡ ମଧ୍ୟରୁ କ୍ରୟ କରିପାରିବେ ଯେଉଁଥିରେ ରହିଛି ଅତୁଳନୀୟ ସପିଂ ଅନୁଭବ ପ୍ରଦାନ କରୁଥିବା ୧.୫ ମିଲିୟନରୁ ଅଧିକ ଫେସନ ଷ୍ଟାଇଲ୍ ।

ଏହି ଘୋଷଣା ସମ୍ପର୍କରେ ସୂଚନା ପ୍ରଦାନ କରି, ବିନୀଥ ନାୟରସିଇଓଆଜିଓ କହିଛନ୍ତି ଯେ, “ଅଲ୍ ଷ୍ଟାର୍ସ ସେଲ୍ ଫେସନର ସର୍ବବୃହତ୍ ବ୍ରାଣ୍ଡକୁ ଗ୍ରାହକଙ୍କ ନିକଟକୁ ଆଣି ଏକ ବାସ୍ତବିକ ଆକର୍ଷଣୀୟ ସପିଂ ଅନୁଭବ ପ୍ରଦାନ କରିଥାଏ । ଏହି ସଂସ୍କରଣରେ, ଆମେ ଛୋଟ ସହର ଓ ନଗରରୁ କ୍ରମାଗତ ଚାହିଦା ଓ ଅଧିକ ଅର୍ଡ଼ରର ଆଶା କରୁଛୁ । ଇଂଟରନେଟର ବହୁଳ ବ୍ୟବହାର ସହିତ ୫ଜିର ଶୁଭାରମ୍ଭ ଦ୍ୱାରା, ଅଧିକରୁ ଅଧିକ ଭାରତୀୟମାନେ ଅନଲାଇନ୍ ସପିଂକୁ ଆପଣାଇଛନ୍ତି ଓ ଆମେ ଆଶା କରୁଛୁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଥମ ଥର କ୍ରେତାମାନେ ଆଜିଓରେ ଥିବା ୧.୫ ମିଲିୟନ + ଷ୍ଟାଇଲରୁ କିଣାକିଣି କରିପାରିବେ ।”

ଆଗାମୀ ପାର୍ବଣ ଋତୁରେ, ଏଥିନିକ୍ ବ୍ରାଣ୍ଡର ନୂତନ ଷ୍ଟାଇଲ୍ ସାରା ଭାରତର ଗ୍ରାହକମାନଙ୍କ ନିକଟରେ ଲୋକପ୍ରିୟତା ହାସଲ କରିଛି l ଏହି ସେଲରେ ନୂତନ ଏଥିନିକ୍ ବ୍ରାଣ୍ଡ ରିୱା କୁ ଆଜିଓରେ ଶୁଭାରମ୍ଭ କରାଯିବ । ମିଡ-ପ୍ରିମିୟମ ବ୍ରାଣ୍ଡରେ ୨୦୦୦+ ଷ୍ଟାଇଲର ଶୁଭାରମ୍ଭ କରାଯିବ ଓ ଏଥିରେ ରହିଛି ସମୟାତୀତ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଫିଟନେସ୍‌, ଯାହାକି ଭାରତୀୟ ମହିଳାମାନଙ୍କୁ ଏକ ବ୍ୟାପକଶ୍ରେଣୀୟ ଡିଜାଇନ୍ ପ୍ରଦାନ କରୁଛି ଯାହାକୁ ସେମାନେ ସ୍ୱତନ୍ତ୍ର ଅବସରରେ ପରିଧାନ କରିପାରିବେ । ରିୱା

Leave A Reply