ବେଲଗୁଣ୍ଠା 31/05, ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ପଞ୍ଚାୟତର କାଯ୍ୟ ନରିବାହୀ ଅଧିକାରୀ ସନ୍ତୋଷ ଆଜି ଅବସର ଗ୍ରହଣ କରିଛନ୍ତି I ଏହି ଅବସରରେ ଆୟୋଜିତ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଖଇରପୁଟି ପଞ୍ଚାୟତର ସରପଞ୍ଚ ସତ୍ୟବାନ ସ୍ୱାଇଁ, ସମିତିସଭ୍ୟା ଶାନ୍ତି ବେହେରା, ଜିଲ୍ଲାପରିଷଦ ସୁଧୀର କୁମାର ଜେନା
ଗ୍ରାମ ରୋଜଗାର ସେବକ , ଯୋଗାଣ ସହାୟକ, ଅଙ୍ଗନୱାଡି କର୍ମୀ , ଆଶା କର୍ମୀ, ଶିକ୍ଷକ, ଶିକ୍ଷତ୍ରି, ଯୁବଗୋଷ୍ଠୀ ଏବଂ ସ୍ଥାନୀୟ ବୃଦ୍ଧିଜୀବି ଉପସ୍ଥିତ ରହି ସନ୍ତୋଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ I