Odisha news

ବିଜେଡି ର ଏନ.ଏ. ଏସି ନଗର ସଭାପତି ହେଲେ ଲିଙ୍ଗରାଜ ନାୟକ

0

ରଣପୁର.. ନୟାଗଡ ଜିଲ୍ଲା ରଣପୁର ଏନ.ଏ. ଏସି ର ନଗର ସଭାପତି ଭାବେ ଯୁବ ନେତା ଲିଙ୍ଗରାଜ ନାୟକ ଙ୍କୁ ଚୟନ କରାଯାଇଥିବା ଜଣାପଡିଛି ତେଵେ ଏନେଇ ରଣପୁର ବିଧାୟକ  ସତ୍ୟନାରାୟଣ ପ୍ରଧାନ ଏକ ପତ୍ର ମଧ୍ୟ୍ୟମ ରେ  ସୂଚନା ପ୍ରଦାନ କରିଛନ୍ତି… ଲିଙ୍ଗରାଜ ଦୀର୍ଘ ଦିନ ଧରି ବିଜୁଜନତା ଦଳ ର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ ରେ ଲିପ୍ତ ରହି ସମସ୍ତ ଦଳୀୟ କାର୍ଯ୍ୟକ୍ରମ ର ଦାଇତ୍ୱ   ସୁଚାରୁ ରୂପେ ତୁଲାଇ  ଥିବା ବେଳେ ପୂର୍ବରୁ ନଗର ସଭାପତି ଥିବା ସ୍ୱରାଜ ମହାନ୍ତି ଜାଗାରେ ଲିଙ୍ଗରାଜ ନାୟକ ଙ୍କୁ ନିଯୁକ୍ତ କରାଯାଇଛି    ବିଧାୟକ ଶ୍ରୀ ପ୍ରଧାନ ନୂତନ  ନଗରସଭାପତି ପଦ ନେଇ ଏକ  ଜିଲ୍ଲା ସଭାପତି ଙ୍କ ଠାରୁ ଅନୁମୋଦନ ଆଣିବା ପରେ ଲିଙ୍ଗରାଜ ନାୟକ ଙ୍କୁ ନଗର ସଭାପତି ଭାବେ ଚୟନ କରିଥିବା ଜଣାପଡିଛି ତେଵେ ଲିଙ୍ଗରାଜ ନଗର ସଭାପତି ହେବା ପରେ ତାଙ୍କୁ ରଣପୁର ବିଜୁଜନତା ଦଳ ର  ଯୁବଗୋଷ୍ଠି ଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସୋସିଆଲ ମିଡ଼ିଆ ଜରିଆ ରେ ଲିଙ୍ଗରାଜ ଙ୍କୁ ଅଭିନନ୍ଦନ ର ସୁଅ ଛୁଟିଛି

Leave A Reply