Odisha news

ରାଜନଗର : ବ୍ଲକ ଯୁବ ବିଜେଡିର ସଭାପତି ମନୋନୀତ 

0
ରାଜନଗର :ରାଜନଗର ବ୍ଲକ କଣ୍ଡିରା ଗ୍ରାମପଞ୍ଚାୟତର ସମିତି ସଭ୍ଯ ଆର୍ତବନ୍ଧୁ ମହାନ୍ତିଙ୍କୁ ବ୍ଲକ ଯୁବ ବିଜେଡିର ସଭାପତି ଭାବରେ ମନୋନିତ କରାଯିବା ସହ ମହୁଲିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ଯ ସଞ୍ଜୟ କୁମାର ସ୍ବାଇଁଙ୍କୁ ଯୁବ ବିଜେଡିର ସାଧାରଣ ସମ୍ପାଦକ ଭାବରେ ମନୋନୀତ କରାଯାଇଥିବା ବ୍ଲକ ବିଜେଡି ସଭାପତି ଅଶୋକ କୁମାର ପ୍ରତୀହାରୀ ସୂଚନା ଦେଇଛନ୍ତି । ଆର୍ତବନ୍ଧୁ ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳତାର ସହିତ ସୂଚାର ରୂପରେ ତୁଲାଇ ଦଳର ବ୍ଲକ ସାଙ୍ଗଠନିକ ନେତୃତ୍ୱ ଓ ସ୍ଥାନୀୟ ବିଧାୟକଙ୍କ ବିଶ୍ବାସ ଭାଜନ ହୋଇପାରିଥିବାରୁ ତାଙ୍କୁ ଏହି ପଦବି ମିଳିଥିବା ଜଣାପଡିଛି ।
Govt
Leave A Reply