Odisha news

ରୋଗ,ଦୁଃଖ ଓ ସଙ୍କଟ ରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ କରନ୍ତୁ ଏହିସବୁ ଉପାୟ, ମିଳିବ ସମସ୍ତ କଷ୍ଟ ରୁ ମୁକ୍ତି

0
ଆମ ହିନ୍ଦୁ ଧର୍ମରେ ଆମେ ସମସ୍ତେ ବିଶେଷ ଭାବରେ ଆମେ କୁଣ୍ଡଳୀ ଓ ଭାଗ୍ୟ କୁ ମାନି ଥାଉ । କିନ୍ତୁ ଯଦି ଦୁର୍ବଳ କୁଣ୍ଡଳୀ ଦୋଷ ଥାଏ ରୋଗ, ଦୁଃଖ, ଯନ୍ତ୍ରଣା ଓ ଅର୍ଥ ର ଅଭାବ ଦେଖା ଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ର ଓ କୁଣ୍ଡଳୀ ର ଅଶୁଭ ପ୍ରଭାବ ରୁ ରକ୍ଷା ପାଇବା ପାଇଁ ବ୍ୟକ୍ତି ନିୟମିତ ହନୁମାନ ଙ୍କୁ ଆରାଧନା କରିବା ଆବଶ୍ୟକ । ଯାହାଦ୍ଵାରା ତାଙ୍କ ଜୀବନ ରେ ସୁଖ ସମୃଦ୍ଧି ଆସିଥାଏ ।
* ଧାର୍ମିକ ଗ୍ରନ୍ଥ ର ମାନ୍ୟତା ଅନୁସାରେ ପବନ ପୁତ୍ର ହନୁମାନ ଙ୍କୁ ମା ସୀତା ଅଜର ଓ ଅମର ରହିବାର ବର ଦେଇଥିଲେ । ତେଣୁ ସେ ସର୍ବଦା ଏହି ଧରା ପୃଷ୍ଠରେ ବିଦ୍ୟମାନ କରିଛନ୍ତି ।
* ହନୁମାନ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିୟମିତ ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ । ତା ସହିତ ମହାବୀର ଓ ପ୍ରଭୁ ରାମ୍ ଙ୍କୁ ସ୍ମରଣ କଲେ ଜୀବନ ରେ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ ।
* ପ୍ରତିଦିନ ଯଦି ମହାବୀର ଙ୍କ ପୂଜା କରିବା ତେବେ ସମ୍ପର୍କ ରେ ମଧୁରତା ଆସିଥାଏ । ସେ ଗୋଟିଏ ଏପରି ଭଗବାନ୍ ଯିଏ କି ନିଜ ଭକ୍ତ କୁ ସମସ୍ତ ଅସୁବିଧା ଠାରୁ ଦୂରେଇ ରଖନ୍ତି ।
* ଯେଉଁ ବ୍ୟକ୍ତି ବ୍ୟବସାୟ ଓ ଚାକିରୀ କ୍ଷେତ୍ର ରେ ଉନ୍ନତି ଚାହୁଁଚି ସେ ପ୍ରତିଦିନ ସକାଳୁ ଉଠିବା ମାତ୍ରକେ ହନୁମାନ ଚାଳିଶା ପାଠ କରିବା ଉଚିତ୍। ଯାହାଦ୍ଵାରା ନେଗେଟିଭିଟି ଜୀବନ ରୁ ଦୂରେଇ ଯାଇଥାଏ ।
* ପ୍ରତିଟି ମଣିଷ ରୋଗ, ଭୟ ଓ କଷ୍ଟ ଠାରୁ ଦୂରେଇ ରହିବା ପାଇଁ ଚାହିଁ ଥାଆନ୍ତି। ତେଣୁ ଏହିସବୁ ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ହନୁମାନ ଅଷ୍ଟକ ପାଠ କରିବା ଉଚିତ୍। ହନୁମାନ ଅଷ୍ଟକ ଗୋଟିଏ ଏପରି ମନ୍ତ୍ର ଯାହାର ପ୍ରଭାବରେ ସମସ୍ତ ସମସ୍ୟା ଦୂର ହୋଇଥାଏ।
Leave A Reply