ଡେଙ୍କାନାଳ ଜିଲ୍ଲା ଗଁଦିଅ ଥାନା ଅନ୍ତର୍ଗତ ଦେଓଗାଁ ଅଧିନସ୍ତ ଚଟିଘର ସ୍ଥିତ ଢୋଲପଥର ରାସ୍ତାରେ ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା ହୋଇ ଦୁଇ ଗୁରୁତର ହେବାବେଳେ ଜଣେ ମୃତ ସୂଚନାରୁ ପ୍ରକାଶ ଥାଏକି ଦୁଇ ବାଇକ ମୁହାଁ ମୁଁହି ଧକା ହୋଇ ଥିଲା ଏହି ଦୁର୍ଘଟଣାରେ ତିନିଜଣ ଗୁରୁତର ମାନଙ୍କୁ ସ୍ଥାନୀୟ ଶ୍ରୀରାମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇ ଥିଲା ସେଠାରେ ପରମାନନ୍ଦ ସାମଲଙ୍କ ମୃତୁ ହୋଇଥିଲା ଅନ୍ୟ ଦୁଇ ଜଣ ଘାସିରାମ ଓ ବାବୁଲି ନାୟକ ଗୁରୁତର ହବାରୁ ଜିଲ୍ଲା ମୁଖ୍ୟ ଚିକତ୍ସାକେନ୍ଦ୍ରକୁ ଅଣାଯାଇଥିଲା ତେବେ ଏଠାରେ ବାବୁଲି ଅଧିକ ଗୁରୁତର ହୋଇଥିବାରୁ ତାଙ୍କୁ କଟକ ବଡ଼ ଚିକତ୍ସାଲୟକୁ ସ୍ଥାନାନ୍ତର କରାଯାଇ ଥିବା ଜଣା ପଡିଛି