ନିଜର ସୋନ୍ଦର୍ଯ୍ୟ ବୃଦ୍ଧି ପାଇଁ ନିୟମିତ ଯଦି ଆକ୍ଷିରେ କଜ୍ଜଳ ଲଗାଉ ଛନ୍ତି ତେବେ ହୋଇ ଯାଆନ୍ତୁ ସତର୍କ, ଦେଖା ଦେଇପାରେ ଏହିସବୁ ସମସ୍ୟା
ଶୃଙ୍ଗାର ବିନା ନାରୀ ଙ୍କ ସୌନ୍ଦର୍ଯ୍ୟ ଫିକା ପଡି ଯାଇଥାଏ । ସେହି ଶୃଙ୍ଗାର ର ଗୋଟିଏ ଅଂଶ ହେଉଛି ଚକ୍ଷୁ ର କଜ୍ଜଳ । ଆକ୍ଷୀ ରେ କଳା ଲଗାଇବାକୁ ସବୁ ମହିଳାଙ୍କ ଅଭ୍ୟାସ । କାରଣ ଏହା ତାଙ୍କ ସୌନ୍ଦର୍ଯ୍ୟ ର ଗୋଟିଏ ଶୃଙ୍ଗାର । କିନ୍ତୁ ଗବେଷକ ଙ୍କ ମତରେ ଏହି କଜ୍ଜଳ ଚକ୍ଷୁ ପାଇଁ କ୍ଷତି କାରକ ହୋଇଥାଏ ।
ଆଜିକାଲି କାଜଲ୍ ମହିଳା ମାନଙ୍କ ର ଗୋଟିଏ ଶୃଙ୍ଗାର ର ଗୋଟିଏ ଅଂଶ । କାହିଁକି ନା କାଜଲ ଦ୍ଵାରା ଚକ୍ଷୁ ବଡ଼ ସୁନ୍ଦର୍ ଦେଖା ଯାଇଥାଏ ।
* ବଜାର ରେ ମିଳୁଥିବା କାଜଲ ରେ ରହିଥାଏ କେମିକାଲ –
ବଜାର ରେ ମିଳୁଥିବା କେମିକାଲ ଯୁକ୍ତ କାଜଲ ରେ କେମିକାଲ ମାତ୍ରା ଅଧିକ ରହିଥାଏ । ଯାହାଦ୍ଵାରା ଚକ୍ଷୁ ରେ ଇଲାର୍ଯି ଦେଖା ଯାଇଥାଏ ।
* କାଜଲ ଦ୍ଵାରା ହୋଇଥିବା କ୍ଷତି –
– କାଜଲ ରେ ପାରା ଲେଡ୍ ଓ ପାରା ବେନ୍ସ ଭଳି ତତ୍ତ୍ଵ ରହିଥାଏ । ଯାହା ଦ୍ଵାରା ଚକ୍ଷୁ ରେ କଞ୍ଜକ୍ଟି ଭିଟି ଅସୁବିଧା ଦେଖା ଦେଇଥାଏ ।
– ପ୍ରତିଦିନ କଳା ଲଗାଇବା ଦ୍ଵାରା ଆଖିରେ ଏଲର୍ଜୀ, କାର୍ଣୀୟଲ୍ ଅଲ୍ସର୍ ଓ ଡ୍ରାଇ ଆଇଜ୍ ସମସ୍ୟା ଦେଖା ଦେଇଥାଏ । ଆକ୍ଷିରେ ଫୁଲା ଦେଖାଯିବା ସହ ଭବିଷ୍ୟତ ରେ ଦୃଷ୍ଟିହୀନ ହେବାର ମଧ୍ୟ ଦେଖା ଯାଇଥାଏ ।