Odisha news

ବୁଧୁବାର ଦିନ କରନ୍ତୁ ଏହି ୫ଟି ଉପାୟ ଓ ପାଠ କରନ୍ତୁ ମା ଦୁର୍ଗାଙ୍କର ଏହି ମନ୍ତ୍ରକୁ, ଶୋଇ ଥିବା ଭାଗ୍ୟ ମଧ୍ୟ ଜାଗି ଉଠିବ

0

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଯଦି ଜାତକ ରେ ବୁଦ୍ଧ ଠିକ ଥିବେ ତେବେ ସବୁ ଠିକ ଥିବ l କିନ୍ତୁ ଯଦି ବୁଦ୍ଧ ଦୁର୍ବଳ ଥିବେ ତେବେ ବ୍ୟକ୍ତିର ନିର୍ଣ୍ଣୟ କ୍ଷମତା ମଧ୍ୟ ଦୁର୍ବଳ ରହିବ l ବୁଦ୍ଧଙ୍କୁ ଗ୍ରହ ମାନଙ୍କର ରାଜକୁମାର ବୋଲି କୁହାଯାଇ ଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ଓ ମିଥୁନ ରାଶିର ସ୍ୱାମୀ ବୁଦ୍ଧ ଅଟନ୍ତି l ବୁଦ୍ଧ ବୁଦ୍ଧି, ଏକାଗ୍ରତା, ବାଣୀ,ତ୍ୱଚା,ଇତ୍ୟାଦିର କାରକ ଭାବରେ ଜଣାଶୁଣା l ଯଦି କାହାର ବୁଦ୍ଧ ଦୁର୍ବଳ ରହିଥାଏ ତେବେ ବିଭିନ୍ନ ଅସୁବିଧା ଦେଖା ଦେଇଥାଏ l

* ଶାସ୍ତ୍ର ଅନୁସାରେ ବୁଦ୍ଧଙ୍କୁ ସୁବକ୍ତା ଓ ସବୁଜ ରଙ୍ଗର ବୋଲି ବ୍ୟାଖ୍ୟା କରାଯାଇ ଥାଏ l ତେଣୁ ବୁଧବାର ଦିନ ସବୁଜ ରଙ୍ଗର ଜିନିଷ ପ୍ରୟୋଗ କରିବା ଆବଶ୍ୟକ l ଯଦି ଆପଣଙ୍କର ବୁଦ୍ଧ ଦୁର୍ବଳ ଅଟନ୍ତି ତେବେ ସର୍ବଦା ନିଜ ନିକଟରେ ସବୁଜ ରଙ୍ଗର ରୁମାଲ୍ ରଖନ୍ତୁ l

* ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଇଥାଏ l ଗଣପତି ଙ୍କୁ ସବୁଜ ରଙ୍ଗର ଦୁବ ଖୁବ ପସନ୍ଦ ଅଟେ l ଯଦି ଆପଣଙ୍କ ଜୀବନରେ କିଛି ବି ଶୁଭ ହେଉ ନାହିଁ ତେବେ ବୁଧବାର ଦିନ ଗଣେଶଙ୍କୁ ଦୂବଘାସ ଅର୍ପଣ କରନ୍ତୁ l ଦେଖିବେ ଜୀବନର ସମସ୍ତ ଅସୁବିଧା ଦୂର ହେବ l

* ବୁଦ୍ଧ ଦୋଷରେ ପୀଡିତ ବ୍ୟକ୍ତିଙ୍କୁ ମା ଦୁର୍ଗା ଙ୍କର ଆରାଧନା କରିବା ଆବଶ୍ୟକ l ପ୍ରତି ବୁଧବାର ଦିନ ଦୁର୍ଗାଙ୍କ ନିକଟରେ ” ଓମ ଏଂ ହିଂ କ୍ଳିଙ୍ଗ ଚାମୁଣ୍ଡାୟ ବିଚେ ” ମନ୍ତ୍ରକୁ ୧୧ ଥର ଜପ କରିବା ଉଚିତ l

* ବୁଦ୍ଧ ଦୋଷ ଥିବା ବ୍ୟକ୍ତିଙ୍କୁ ଶରୀରରେ ସୁନାର ଆଭୂଷଣ ଧାରଣ କରିବା ଉଚିତ l ତା ସହିତ ଘରର ପୂର୍ବ ଦିଗରେ ନାଲି ରଙ୍ଗର ପତାକା ଲଗାଇବା ଉଚିତ l

* ବୁଧବାର ସକାଳୁ ଗାଧୋଇ ସାରି ଗାଈକୁ ଘାସ ଓ ଅରୁଆଚାଉଳ ଖୁଆଇବା ଉଚିତ l ଏହାକୁ ଗୋଟିଏ କୁଲାରେ ନେଇ ଗାଈ ନିକଟକୁ ଯାଆନ୍ତୁ, ମୁଣ୍ଡିଆ ମାରି ଖାଇବାକୁ ଦିଅନ୍ତୁ l ସମସ୍ତ ରିଷ୍ଟ ଖଣ୍ଡନ ହେବା ସହିତ ଜୀବନରେ ଦୁଃଖ ଦୁର୍ଦଶା ଦୂର ହେବ l

Leave A Reply