ନର୍ଲା :(ଦିପକ ଠାକୁର)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନିଶାନପରୁ ପଂଚାୟତର ସରପଞ୍ଚ ବିଶିଷ୍ଟ ନେତା କ୍ଷମାରାଜ ରଣାଙ୍କର ଅକାଳ ବିୟୋଗ ହୋଇଛି lମ୍ତୂତ୍ୟୁ ବେଳକୁ ତାଙ୍କୁ 68ଵର୍ଷ ସ୍ଵର୍ଗତ ରଣା ପୂର୍ବତନ ବ୍ଳକ କଂଗ୍ରେସ କମିଟି ର ସଭାପତି ଓ ତିନିଥର ସରପଞ୍ଚ ହୋଇଥିଲେ ସୂଚନାନୁଯାୟୀ ସେ ଗତ ୪ ଦିନ ସୁଦୂର ବଲାଙ୍ଗିରରେ ଭିମଭୋଈ ମେଡିକାଲ କଲେଜ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ପ୍ରଚେଷ୍ଠା ସତ୍ୱେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଜଣାପଡିଥିଲା। ଆଜି 1.45ମିନିଟ ସମୟରେ ମୃତ୍ୟୁ ବରଣ କରିଛନ୍ତି ।ବ୍ୟକ୍ତାଙ୍କର ମୃତ୍ୟୁ ଜନିତ ଦୁଃଖଦ ଖବର ଜଣାପଡିବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।
ତାଙ୍କ ବିୟୋଗ ରେ ପୂର୍ବତନ ମନ୍ତ୍ରୀ ଶ୍ରୀ ରାସ ବିହାର ବେହେରା , ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ବିଧାୟକ କୁମରମଣୀ ଶବର, ନର୍ଲା ବିଧାୟକ ଭୁପିନ୍ଦର ସିଂ,ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସାନ୍ତନୁ ବେହେରା, ନର୍ଲା ପ୍ରେସଏସୋସିଏସନ, ପୁର୍ବତନ ଜିଲ୍ଲା କଂଗ୍ରେସ ସଭାପତି ହିମାଂଶୁ ଦାସ, ଜୟଦେବ ନାୟକ, ପୂର୍ବତନ ଜିଲ୍ଳା କାର୍ଯ୍ୟ କାରି ସଭାପତି ପର୍ଶୁ ପାଢି,ଦେଵି ଶର୍ମା, ଗୋର ବିଶ୍ୱାଲ, ଜୟଦେବ ସାହୁ, ନରହରି ଭୋଇ,ଉଲିକୁପା ସରପଞ୍ଚ ଆନନ୍ଦ ମାଝୀ, ଚନ୍ଦ୍ର ବିଶ୍ୱାଲ,ତନୁ ମାଝୀ, ଲଖତା ପ୍ରଧାନ,ଛୋଟୁଲାଲା ସାହା, ଗିରିଧାରୀ ସାହା,ଆୟୁଵ ଅଲ୍ଲୀ ଖାନ,ଦୁଯୈଧନ ଠାକୁର,ଅରୁଣ ପରିଡ଼ା,ରାଜୁ ମିଶ୍ର, ମାନଗୋବିନ୍ଦ ମାହାନ୍ତି, ଚନ୍ଦ୍ରଧଜ ମାଝୀ, ନର୍ଲା ବ୍ଲକ କଂଗ୍ରେସ ସେଵାଦଳ ସୁଦାମ ପ୍ରଧାନ, ଛାତ୍ର କଂଗ୍ରେସ ସଭାପତି ଦିପୁ ପାତ୍ର ନର୍ଲା ମାଟି ଆଜି ଏକ ବିଶିଷ୍ଟ ବ୍ୟକ୍ତିଙ୍କୁ ହରେଇଲା ବୋଲି ଶୋକ ପ୍ରକାଶ କରିଛନ୍ତି।
Comments are closed.