ନୂଆଦିଲ୍ଲୀ : କେରଳରେ ଐତିହାସିକ ବିଜୟ ହାସଲ କରିଛି ଭାରତୀୟ କମ୍ନ୍ୟୁଷ୍ଟି ପାର୍ଟିର ନେତୃତ୍ୱରେ ବାମଦଳ ମୋର୍ଚ୍ଚା କଂଗ୍ରେସର ନେତୃତ୍ୱ ଦ୍ବାରା ୪୧ ଟି ସିଟ ତୁଳନାରେ ୯୯ ଟି ସିଟ ରେବିଜୟ ଲାଭ କରି ସରକାର ଗଢ଼ିବା ପାଇଁ ସୁନିଶ୍ଚିନ୍ତ ହୋଇଛି । ୟୁନାଇଟେଡ଼ ଗଣତନ୍ତ୍ର ଫ୍ରଣ୍ଟ ବିଧାନ ସଭା ମତଦାନରେ ୧୪୦ ସଦସ୍ୟ କେରଳ ବିଧାନ ସଭାରେ,ବିଜେପିର ନେତୃତ୍ୱରେ NDF ୨୦୧୬ ରେ ତିରୁବନ୍ତମ୍ ପୁରମ୍ ରେ ଗୋଟିଏ ସିଟ୍ ରେ ଅଧିକାର କରିବାରେ ବିଫଳ ହୋଇଛି ଓ ଚଳିତ ବର୍ଷ ଗୋଟିଏ ଖାଲିସ୍ଥାନ ପ୍ରାପ୍ତ କରିଛି । LDF ରେ CPIM ୬୮ଟି ସିଟ୍ ରେ ବିଜୟ ହାସଲ କରିଛି ,ଯେଉଁଥିରେ ନିର୍ଦଳିୟ ପର୍ଥି ମଧ୍ୟ ସାମିଲ ଥିଲେ ।
- ପଣ୍ଡୁଚେରୀର ଫଳାଫଳ ପ୍ରକାଶ ପାଇଛି l ସମୁଦାୟ ୩୦ଟି ଆସନର ପାଇଁ ନିର୍ବାଚନ ହୋଇଥିଲା l ଆସନ୍ତୁ ଜାଣିବା ପଣ୍ଡୁଚେରୀର ଫଳାଫଳ
Full list of winners from each of the 30 constituencies in Puducherry:
S.No Constituency Winning Party Winning Candidate
1 Mannadipet AINRC T.P.R. Selvame
2 Thirubuvanai AINRC B. Kobiga
3 Ossudu Congress E. Theeppainthan
4 Mangalam AINRC S.V. Sugumaran
5 Villianur Congress A. Namassivayam
6 Ozhukarai AIADMK A. Anbalagan
7 Kadirkamam AINRC N.S.J. Jayabal
8 Indira Nagar AINRC N. Rangasamy
9 Thattanchavady AINRC Ashok Anand
10 Kamaraj Nagar Congress VE. Vaithiilingam
11 Lawspet Congress V.P. Sivakolundhu
12 Kalapet Congress M.O.H.F. Shahjahan
13 Muthialpet AIADMK Manikandan
14 Raj Bhavan Congress Lakshinarayanand
15 Oupalam AIADMK Anbalagan
16 Orleampeth DMK R. Siva
17 Nellithope Congress A. Johnkumar
18 Mudaliarpet AIADMK A. Baskar
19 Ariankuppam Congress T. Djeamourthy
20 Manavely Congress Anantharaman
21 Embalam Congress Candassamy
22 Nettapakkam Congress Vizeaveny
23 Bahour Congress Danavelou
24 Nedungadu AINRC Chandirapriyanga
25 Thirunallar Congress R. Kamalakkannan
26 Karaikal North AINRC Thirumurugan
27 Karaikal South AIADMK K.A.U. Asana
28 Neravy
T R Pattinam DMK A. Geetha
29 Mahe Independent V. Ramachandran
30 Yanam Congress Malladi Krishna Rao
ସେହି ଭଳି ଆସାମରେ ବିଜେପିର ନେତୃତ୍ୱରେ ରାଷ୍ଟ୍ରୀୟ ଜନତନ୍ତ୍ରିକ ଗଠବନ୍ଧନ ଆସାମ ବିଧାନ ସଭା ମତଦାନରେ ଗୋଟିଏ ଆରାମ ଦାୟକ ବହୁମତ ହାସଲ କରିଛି ଓ ରାଜ୍ୟରେ ସରକାର ବନାଇବା ପାଇଁ ନିଯାରାର୍ଗ ପ୍ରଶସ୍ତ କରିଛି । ଯେଉଁଥିରେ ସମୁଦାୟ ୭୫ଟି ସିଟ୍ ବିଜୟଲଭ କରିଛି । ୧୨୬ଟି ନିର୍ବାଚନ କ୍ଷତ୍ରରୁ ବିଜେପି ସମୁଦାୟ ୩୩.୨ ପ୍ରତିଶତ , ଆସାମ ଗଣ ପରିଷଦ ଓ ୟୁନାଇଟେଡ଼ ପିପୂଲ୍ସ ପର୍ତିକୁ କ୍ରମଶଃ ୯ ଓ ୬ ଟି ସିଟ୍ ମିଳିଛି । ମତଦାନରେ ଗଣତି ରବିବାର ଦିନ ସକାଳ ୮ଟାରେ ଆରମ୍ଭ ହୋଇ ସୋମବାର ଦିନ ପାଖାପାଖି ୫ ଟା ୪୦ ରେ ସମାପ୍ତ ହୋଇଥିଲା । କଂଗ୍ରେସ ୨୯ ଟି ସିଟ୍ ରେ ବିଜୟ ହାସଲ କରିବାରେ ସମର୍ଥ ହୋଇଛି ,ଯେବେକି ତାର ସହଯୋଗୀ AIUDF ୧୬ଟି,ବୋଡଲ୍ୟଣ୍ଡ ପିପୁଲ୍ସ ଫ୍ରଣ୍ଟ ୪ଟି ସିଟ୍ ହାସଲ କରିଛନ୍ତି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ସିଟ୍ ହାସଲ କରିଛି । ମୁଖ୍ୟମନ୍ତ୍ରୀ ସର୍ବନନ୍ଦ ସୋନବାଲ ମାଯୁଲି ନିର୍ବାଚନ କ୍ଷେତ୍ରରେ ବିଜୟ ହାସଲ କରିଛନ୍ତି , ଜେବେକୀ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଏକ ଲକ୍ଷରୁ ଅଧିକ ଭୋଟରେ ଜଳକୁବରି ସିଟ ହାସଲ କରିଛନ୍ତି ।
କେରଳରେ ନିକଟମା ସହଯୋଗୀ CPI ୧୭ଟି ସିଟ୍ ରେ ବିଜୟ ଲାଭ କରିଛି ଯେବେକୀ ଲେଫ୍ଟ ନୂଆ ପ୍ରବେଶ କରି କେରଳ କଂଗ୍ରେସ ଯେଉଁ ୧୨ଟି ସିଟ୍ ରେ ପଢିଥିଲେ ସେଥିରୁ ପାଞ୍ଚଟି ସିଟ୍ ରେ ବିଜୟ ଲାଭ କରିଛି । ଜନତା ଦଳ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ୨-୨ଟି ସିଟ୍ ରେ ବିଜୟ ଲାଭ କରିଛନ୍ତି ଏବଂ LJD ତିନୋଟି ସିଟ୍ ରେ ଲଢି ମାତ୍ର ଗୋଟିଏ ସିଟ୍ ହାସଲ କରିଛି । କେରଳ କଂଗ୍ରେସ ନିଜର ସ୍ଥାନ ସେହିଭଳି ବଜାଇ ରଖିଛି । କେବେକି INL ଓ କଂଗ୍ରେସ ସେକୁଲାର ଗୋଟିଏ ଲେଖଏଁ ସିଟ୍ ରେ ବିଜୟ ଲାଭ କରିଛନ୍ତି ।
ଆସାମ ମତଦାନ କୁ ନେଇ ହେମନ୍ତ ଶର୍ମା କହିଛନ୍ତି ଆସନ୍ତା ମୁଖ୍ୟମନ୍ତ୍ରୀ ପାଇଁ ନିଷ୍ପତି ଭାଜପା ସଂସଦୀୟ ବୋର୍ଡ ଦ୍ବାରା ନିଆଯିବ । ଆସାମରେ ଜେଲରେ ବନ୍ଦ ଥିବା କାର୍ଯ୍ୟକର୍ତ୍ତା ଅଖିଳ ଗୋଗୋଇ ସିବସାଗର ସିଟ୍ ରୁ ବିଜୟ ହାସଲ କରିଛନ୍ତି । ଗୋଟିଏ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କଂଗ୍ରେସ ମହା ସଚିବ ସୁରଜେ ବାଲା ପରାଜିତ ସ୍ବୀକାର କରିଛନ୍ତି ଏବଂ କହିଛନ୍ତି କି କଂଗ୍ରେସ ପାର୍ଟି ରାଜ୍ୟରେ ଗୋଟିଏ ପ୍ରଭାବ ଶାଳୀ ଏତେ ପକ୍ଷ ପାର୍ଟିର ଭୂମିକା ଗ୍ରହଣ କରିବ । ଭାଜପା ବିଜୟ ହାସଲ କରିଥିଲେ ମଧ୍ୟ କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଯେ ସୋନୋବାଲ ମୁଖ୍ୟମନ୍ତ୍ରୀ ଭାବରେ ରହିବେ କି ନାହିଁ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଆସନ୍ତା ମୁଖ୍ୟମନ୍ତ୍ରୀଙ୍କୁ ନେଇ କହିଛନ୍ତି ଯେ ଲୋକତନ୍ତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ ସେ ବିଷୟରେ ନିର୍ଧାରଣ କରାଯିବ । ଠିକ୍ ସମୟରେ ଠିକ୍ ନିର୍ଣ୍ଣୟ ନିଆ ଯିବ । ହେମନ୍ତ ଶର୍ମା ଯିଏକି କଂଗ୍ରେସରୁ ଆସି ଭାଜପରେ ସାମିଲ ହୋଇଛନ୍ତି ସେ ଗୋଟିଏ ପ୍ରତିଷ୍ଠିତ ପଦକୁ ନେଇ ଆଶାବାଦୀ ଅଛନ୍ତି ।ସେ ଆସାମର ବିଜେପି ନେତା ସ୍ତରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
କେରଳର ମୁଖ୍ୟ ବିପକ୍ଷ ଦଳ କଂଗ୍ରେସ ଯେଉଁ ୯୧ଟି ସିଟ୍ ରେ ଭୋଟ ପଢିଥିଲା ୨୧ଟି ସିଟ୍ ରେ ବିଜୟ ଲାଭ କରିବାରେ ସଫଳ ହୋଇଛି । UDF ସହିତ ସହଯୋଗ କରିଥିବା IUML ମଧ୍ୟ ନିରାଶ ଜନକ ପଦର୍ଶନ କରି ୨୭ଟି ସିଟ୍ ରୁ ୧୫ ଟି ସିଟରେ ବିଜୟ ହାସଲ କରିଛି l ୨୦୧୬ ବିଧାନସଭା ନେଟଦାନରେ LDF ୯୧ ଟି ସିଟରେ ବିଜୟ ଲାଭ କରିଥିଲା l