Odisha news

ମଧୁମେହ ରୋଗୀମାନେ ପ୍ରତେକ ଦିନ ଏହିଭଳି ହଳଦୀ ସେବନ କରିବା ଦ୍ୱାରା : ନିୟନ୍ତ୍ରଣ ହୋଇଥାଏ ରକ୍ତ ଶର୍କରା

0

ଆୟୁର୍ବେଦ ଅନୁସାରେ ହଳଦୀ ଔଷଧୀୟ ଗୁଣରେ ଭରପୁର l  ଏହାକୁ ବିଭିନ୍ନ ରୋଗ ପାଇଁ ସଞ୍ଜିବନୀ  ବୋଲି କୁହାଯାଏ l ଚିକିତ୍ସା କ୍ଷେତ୍ରରେ ହଳଦୀର ଅନେକ ଉପଯୋଗ ରହିଥାଏ l  ହଳଦୀ ମଧୁମେହ ପାଇଁ ରାମବାଣ ଅଟେ i ଯଦି ଆପଣ ମଧୁମେହ ରୋଗୀ ତେବେ ହଳଦୀର ଏହିଭଳି ପ୍ରୟୋଗ ଦ୍ୱାରା ନିଜକୁ ସୁସ୍ଥ ରଖନ୍ତୁ l

*ହଳଦୀ ,ଡାଲଚିନି ଓ ଦୁଗ୍ଧ
 ପ୍ରତେକ ଦିନ ସକାଳୁ ହଳଦୀ ,ଦୁଗ୍ଧ ଓ ଡାଲଚିନି କୁ ମିଶାଇ ଓ ସକାଳ ଜଳଖିଆ ଖାଇବା ପୂର୍ବରୁ ଏହାକୁ ପିଅନ୍ତୁ l ଗବେଷଣାରୁ ଜଣା ପଡିଛି ଯେ ଏହି ମିଶ୍ରଣ ଦ୍ୱାରା ରକ୍ତଶର୍କରା ନିୟନ୍ତ୍ରିତ ହୋଇଥାଏ l

* ହଳଦୀ ,ଦୁଗ୍ଧ ଓ ଗୋଲ ମରିଚ –
ଗୋଟିଏ ଗ୍ଲାସ ଉଷୁମ ଦୁଗ୍ଧରେ ହଳଦୀ ମିଶାଇ ଓl ଏହାପରେ ଦୁଗ୍ଧ କୁ ଥଣ୍ଡା କରିନିଅନ୍ତୁ l  ଏହାପରେ ଏଥିରେ ଗୋଲ ମରିଚ ମିଶାନ୍ତୁ ଓ ଏହାକୁ ପିଇବା ଦ୍ୱାରା ରକ୍ତଶର୍କରା ନିୟନ୍ତ୍ରିତ ହୋଇଥାଏ l

* ହଳଦୀ ,ଅଦା ଓ ଦୁଗ୍ଧ –
ସବୁଠୁ ପ୍ରଥମେ ଖଣ୍ଡେ ଅଦା ,ହଳଦୀ ଓ ଦୁଗ୍ଧ ମିଶେଇ ଟିକେ ସମୟ ରଖି ଦିଅନ୍ତୁ l କିଛି ସମୟ ପରେ ଏହାକୁ ସେବନ କରି ଦିଅନ୍ତୁ l  ଏଭଳି କରିବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣ ହୋଇଥାଏ l ତା ସହିତ ଅଁଳା ରସ ସହିତ ଗୋଟିଏ ଚୁଟକୀ ହଳଦୀ ମିଶାଇ ରକ୍ତଶର୍କରା ନିୟନ୍ତ୍ରଣ ହୋଇଥାଏ l  ଅଁଳା ରେ ଆଣ୍ଟି ସେପ୍ଟିକ ଗୁଣ ରହିଛି l   

Leave A Reply