ଶରୀରରେ ସମସ୍ତ ପୋଷାକ ତତ୍ୱ ଭଳି ଜିଙ୍କର ଆବଶ୍ୟକତା ରହିଛି l ପ୍ରତେକ ପୁରୁଷଙ୍କୁ ପାଖାପାଖି ୧୧ ମିଲିଗ୍ରାମ ଓ ମହିଳାଙ୍କୁ ୮ ମିଲିଗ୍ରାମ ଜିଙ୍କର ପ୍ରତେକ ଦିନ ଆବଶ୍ୟକତା ରହିଛି l ଜିଙ୍କ ଶରୀରରୁ କମିବା ଦ୍ୱାରା ଭୋକ ହୋଇନଥାଏ , ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି , କେଶ ଝଡ଼ିବା ଓ କୌଣସି କ୍ଷତ ହୋଇଥିଲେ ତାହା ଠିକ ହେବାପାଇଁ ଅଧକ ସମୟ ଲାଗିଥାଏ l ନିଜ ଖାଦ୍ୟରେ କିଛିଟା ଜିନିଷକୁ ମିଶାଇ ଖାଇବା ଦ୍ୱାରା ଶରୀରର ଜିଙ୍କ ମାତ୍ରା ଠିକ ରହିଥାଏ l
* ରସୁଣ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରକୁ ଜିଙ୍କର ମାତ୍ରା ମିଳିଥାଏ l ଗୋଟିଏ ପାଖୁଡା ରସୁଣ ଯଦି ଆପଣ ପ୍ରତେକ ଦିନ ଖାଇବେ ତେବେ ଆପଣଙ୍କୁ ଭିଟାମିନ A ,B ,C ,IRON ,POTASIYAM ଓ KYALSIYAM ଭଳି ପୋଷାକ ତତ୍ୱ ମିଳିବ l
*ଅଣ୍ଡା କେଶର ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଶରୀରକୁ ଜଙ୍କ ମିଳିବ l ଅଣ୍ଡା କେଶରରେ KYALSIUM ର ଭଲ ମାତ୍ର ରହିଥିବା କାରଣରୁ ଶରୀର ପାଇଁ ଲାଭ ଦାୟକ l ଏହା ହାଡ ଗୋଡ ସମସ୍ୟାକୁ ଠିକ କରିଥାଏ l
*ଶରୀରରେ ଜିଙ୍କର ମାତ୍ରାକୁ ଠିକ ରଖିବା ପାଇଁ ଆପଣ ରାଶିକୁ ନିଜ ଖାଦ୍ୟରେ ଗ୍ରହଣ କରନ୍ତୁ l ରାଶିରେ ପ୍ରୋଟିନ ଓ ଭିଟାମିନ B କମ୍ପ୍ଲେକ୍ସ ପ୍ରଚୁର ପରିମାଣରେ ରହିଛି l
*ଚୀନା ବାଦାମ ହେଉଛି ଜିଙ୍କର ଗୋଟିଏ ଭଲ ସ୍ରୋତ l ଏଥିରେ IRON , BHITAMIN – E ଓ FIVER ଭଳି ପୋଷାକ ତତ୍ୱ ରହିଛି l
*ଡାଲି ସେବନ କରିବା ଦ୍ୱାରା ଆପଣଙ୍କ ଶରୀରକୁ ପ୍ରଚୁର ପରିମାଣରେ ଜିଙ୍କ ମିଳିବ l ଯାହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିବ l