Odisha news

ମୁଣ୍ଡଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଗଣ ଶିକ୍ଷକ ଶ୍ରୀଯୁକ୍ତ ହରେନ୍ଦ୍ର ପ୍ରଧାନୀ ଙ୍କ ହୃଦଘାତ ଯୋଗୁଁ ଦେହାନ୍ତ

0

ଆଜି ମୁଣ୍ଡଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଗଣ ଶିକ୍ଷକ ଶ୍ରୀଯୁକ୍ତ ହରେନ୍ଦ୍ର ପ୍ରଧାନୀ ଙ୍କ ହୃଦଘାତ ଯୋଗୁଁ ଦେହାନ୍ତ ହଇଯାଇଛି l କିଛି ଦିନ ପୂର୍ବରୁ ତାଙ୍କର ପିତୃ ବିୟୋଗ ହାଇଥିଲା l 15 ଦିନ ଆନ୍ତରାଳ ରେ ପିତା ପୁତ୍ର ଙ୍କର ଦେହାନ୍ତ ଯୋଗୁଁ ଅଂଚଳରେ ଶୋକର ଛାୟା  ଘେରି ଯାଇଛି l ମୁଣ୍ଡଗାଁ ଉ. ପ୍ରା. ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଭୁତି ଭୂଷଣ ହରିଜନ, ପରିଚାଳନା କମିଟି ଅଧ୍ୟକ୍ଷ ସତ୍ୟବାନ ପୂଝlରୀ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ତଥା ଲାଞ୍ଜିଗଡ ବ୍ଲକ ଆତ୍ମା ଅଧ୍ୟକ୍ଷ ଶ୍ରୀଯୁକ୍ତ ବିରାଜ ପନ୍ଦର ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣେଇବା ସହିତ ଅମର ଆତ୍ମା ର ସଦଗତି କାମନା କରିଛନ୍ତି

Leave A Reply