Odisha news

ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକରେ ବୈଜୟନ୍ତ ପଣ୍ଡା ଗଭୀର ଶୋକ

0

ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକରେ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି l

ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଁ ଦୁଃଖିତ l ବୈଜୟନ୍ତ ଟ୍ବିଟ କରି ଅଜିତ ଙ୍କ ପରିବାରକୁ ସମବେଦନା ଜଣାଇବା ସହ ପରିବାର ବର୍ଗଙ୍କୁ ଏହି କଠିନ ପରିସ୍ଥିତିରେ ଶକ୍ତି ଦେବାପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରିଛନ୍ତି

Leave A Reply