Odisha news

ବହୁ ଚର୍ଚ୍ଚିତ ପିପିଲି ଉପ ନିର୍ବାଚନ କଂଗ୍ରସ ପାର୍ଥୀ ଅଜିତ ମଙ୍ଗରାଜଙ୍କର ଦେହାନ୍ତ

0

ଭୁବନେଶ୍ୱ : ପିପିଲିର କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ,ସେ ପିପିଲିର ଉପନିର୍ବାଚନରେ କଂଗ୍ରେସ ପାର୍ଥୀ ଭାବରେଚୟନ ହୋଇଥିଲେ ,ସେ ଯେଉଁ ସମୟରେ କରୋନାରେ ସଂକ୍ରମିତ ହୋଇ ଚିହ୍ନଟ ହୋଇଥିଲେ ସେହି ସମୟରେ ସେ ନିଜ ଫେସବୁ ପେଜ୍ ରେ ସୂଚିତ କରିବା ସହ ଗୁଜବ ସୃଷ୍ଟି ନକରିବାକୁ ନିବେଦନ କରିଥିଲେ ସେ ଲେଖିଥିଲେ ବନ୍ଧୁଗଣ ମୁଁ କରୋନା ପଯେଟିଭ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି ଦୟାକରି କୌଣସି ଗୁଜବ ସୃଷ୍ଟି କରନ୍ତୁ ନାହିଁ ଏବଂ ଦଳ କିପରି ଭଲ ପ୍ରଦର୍ଶନ କରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଖବରକୁ କଂଗ୍ରେସ ପାର୍ଟିରେ ଶୋକର ଛାୟା ଖେଳି ଯାଇଛି, ଏହା କଂଗ୍ରେସ ପାଇଁ ଗୋଟିଏ ବଡ଼ ଦୁଃଖଦ ଘଟଣା l

Leave A Reply