Odisha news

ସୁଗଠିତ ଶରୀର

0

ଆମ ଗୋଡ଼ର ଲମ୍ବ କେତେ ହେବା ଉଚିତ୍‌ ? ଲିଭରପୁଲ୍‌ ୟୁନିଭର୍ସିଟି ଓ ୟୁନିଭର୍ସିଟି ଲଣ୍ଡନ କଲେଜର ବିଶେଷଜ୍ଞଙ୍କ ମତରେ ଅଣ୍ଟାଠାରୁ ମୁଣ୍ଡ ପର୍ଯ୍ୟନ୍ତ ଅବୟବର ଦୈର୍ଘ୍ୟ ଯେତିକି ଗୋଡ଼ର ଦୈର୍ଘ୍ୟ ତା’ର ୧.୪ ଗୁଣ ହୋଇଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀର ସୁଗଠିତ ବୋଲି ଧରାଯିବ । ଇଂଲଣ୍ଡର ଅଭିନେତ୍ରୀ ମିଶେଲ୍‌ ଏଲିଜାବେଥ୍‌ କିଗନ୍‌ଙ୍କ ଗୋଡ଼ ଦୁଇଟି ବୈଜ୍ଞାନିକ ଦୃଷ୍ଟିକୋଣରୁ ଯଥୋଚିତ ଭାବେ ସୁଗଠିତ । କିଗନ୍‌ଙ୍କ ଉଚ୍ଚତା ୫ଫୁଟ ୪ ଇଞ୍ଚ । ତାଙ୍କ ଉଦ୍ଧ୍ୱର୍-ଅବୟବ ଓ ପଦଯୁଗଳର ଅନୁପାତ ୧:୧.୪୨ । ଅଷ୍ଟ୍ରେଲୀୟ-ବି୍ରଟିଶ୍‌ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ କାୟଲୀ ମିନଗ୍‌ଙ୍କ ଗୋଡ଼ ଅନ୍ୟ ସମସ୍ତ ହଲିଉଡ୍‌ ସେଲିବ୍ରିଟିଙ୍କ ଅପେକ୍ଷା ଦୀର୍ଘତମ । ତାଙ୍କ ଉଚ୍ଚତା ମାତ୍ର ୫ ଫୁଟ, କି;ୁ ତାଙ୍କ ଉଦ୍ଧ୍ୱର୍ାବୟବ ଓ ପଦଯୁଗଳର ଅନୁପାତ ୧:୧.୫୭ ।

Leave A Reply