Odisha news

ଦୁର୍ଦିନରେ ଚୁଡି ଫେରିବାଲା, ଜିଲ୍ଲାପାଳଙ୍କୁ ଅଭିଯୋଗ

0

କେନ୍ଦ୍ରାପଡା :  କେନ୍ଦ୍ରାପଡା ରେ ଘରକୁ ଘର ବୁଲି ଚୁଡି ବିକ୍ରୟ କରୁଥିବା ଏକ ନିଦ୍ଧିଷ୍ଟ ସଂପ୍ରଦାୟର ବୁଲା ବିକାଳୀ ମାନେ ଭୋକ ଉପାସରେ ରହିଛନ୍ତି ବୋଲି ଅଭିଯୋଗ କରି ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି । ମଧ୍ୟପ୍ରଦେଶର ଦାମୋଇ ଜିଲ୍ଲାର କିଲାଇ ଗ୍ରାମର ୪୩ ଜଣ ବାସିନ୍ଦା କେନ୍ଦ୍ରାପଡା ସହର ରେ ରହି ଜିଲ୍ଲାର ବିଭିନ୍ନ ଅଂଚଳରେ ବୁଲି ବୁଲି ବିକ୍ରି କରନ୍ତି କରୋନା ଲକ ଡାଉନ କଟକଣା ଲାଗୁ ହେବା ପରେ ଏହି ବୁଲା ବିକାଳୀ ମାନେ ବ୍ୟବସାୟ ବାଣିଜ୍ୟ କରି ନପାରି କେନ୍ଦ୍ରାପଡା ପୈାରାଂଚଳରେ ରହୁଥିଲେ ତେବେ ସେମାନଙ୍କୁ ପ୍ରଶାସନ ତରଫରୁ କୈାଣସି ଖାଦ୍ୟ ସାମଗ୍ରୀ ଦିଆ ଯାଇ ନଥିବା ଶୁକ୍ରବାର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

Govt
Leave A Reply