Odisha news

ବର୍ଷର ଶେଷ ଦିନରେ ଜାଣି ନିଅନ୍ତୁ ୨୦୨୬ ରେ ଟିମ୍ ଇଣ୍ଡିଆ ର ସମ୍ପୂର୍ଣ ସିଡ୍ୟୁଲ

0
ଭାରତୀୟ ପୁରୁଷ କ୍ରିକେଟ ଟିମ ପାଇଁ ୨୦୨୬ ଖୁବ ବ୍ୟସ୍ତତା ଓ ଆହ୍ୱାନ ପୁର୍ଣ ରହିବ, ଗୋଟିଏ ପକ୍ଷରେ ଘରୋଇ ମୈଦାନ ରେ ଟି 20 ୱାର୍ଲଡ କପ ରେ ନେତୃତ୍ୱ ଓ ବିଜୟର ଚିନ୍ତା ରହିଥିବା ବେଳେ ଅନ୍ୟପକ୍ଷରେ ଟେଷ୍ଟ କ୍ରିକେଟ ରେ ନିଜ ସ୍ଥାନକୁ ଫେରାଇ ଆଣିବାର ଲକ୍ଷ ରହିଛି l ୨୦୨୫ ରେ ଯେଉଁଠି ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟେଷ୍ଟ କ୍ରିକେଟରେ ଭାରତର ଶୋଚନୀୟ ପରାସ୍ତ ଖେଳ ପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଥିଲା l

ଭାରତର କ୍ରିକେଟ କ୍ୟାଲେଣ୍ଡର ୨୦୨୬ ର ସମ୍ପୂର୍ଣ ସିଡ୍ୟୁଲ –

* ଜାନୁଆରୀ ୨୦୨୬ – ନିୟୁଜିଲ୍ୟାଣ୍ଡ ର ଭାରତ ଗସ୍ତ –

– ଜାନୁଆରୀ ୧୧ – ଭାରତ ବନାମ ନିୟୁଜିଲ୍ୟାଣ୍ଡ – ପ୍ରଥମ ଏକଦିବସୀୟ – ବଡୋଡରା
– ୧୪ ଜାନୁଆରୀ – ଦ୍ଵିତୀୟ ଏକଦିବସୀୟ – ରାଜକୋଟ
– ଜାନୁଆରୀ ୧୮ – ତୃତୀୟ ଏକଦିବସୀୟ – ଇନ୍ଦୋର

* ଜାନୁଆରୀ ଟି 20 ସିରିଜ –
– ୨୧ ଜାନୁଆରୀ -ପ୍ରଥମ ଟି 20 ସିରିଜ – ନାଗପୁର
– – ୨୩ ଜାନୁଆରୀ ଦ୍ଵିତୀୟ ଟି 20 ସିରିଜ – ରାୟପୁର
– ୨୫ ଜାନୁଆରୀ ତୃତୀୟ ଟି 20 – ଗୌହାଟୀ
– ୨୮ ଜାନୁଆରୀ = ଚତୁର୍ଥ ଟି 20 – ବିଶାଖାପାଟନମ
– ୩୧ ଜାନୁଆରୀ – ପଞ୍ଚମ ଟି 20 – ତିରୁବନ୍ତପୁରମ

ଫେବୁଆରି ରୁ ମାର୍ଚ୍ଚ  ୨୦୨୬ – ଟି 20 ୱାର୍ଲଡ କପ – ଭାରତ ଓ ଶ୍ରୀଲଙ୍କା ରେ ଅନୁଷ୍ଠିତ ହେବ –
– ଫେବୁଆରି ସତ – ଭାରତ ବନାମ USA – ମୁମ୍ବାଇ
– ୧୨ ଫେବୁଆରି – ଭାରତ ବନାମ ନିମିବିଆ – ଦିଲ୍ଲୀ
– ୧୫ ଫେବୁଆରି -ଭାରତ ବନାମ ପାକିସ୍ତାନ -କଲମ୍ବ
– ୧୮ ଫେବୁଆରି – ଭାରତ ବନାମ ନେଦରଲ୍ୟାଣ୍ଡ – ଅହମଦାବାଦ

ନକଆଉଟ ମ୍ୟାଚ –
– ୨୧ ଫେବୁଆରି ରୁ ମାର୍ଚ୍ଚ ୧ – ସୁପର ୮ ମୁକାବିଲା
– ମାର୍ଚ୍ଚ ୫ – ସେମିଫାଇନାଲ – ମୁମ୍ବାଇ
– ମାର୍ଚ୍ଚ ୮ ଫାଇନାଲ – ଅହମଦାବାଦ

ମାର୍ଚ୍ଚ-ମଇ  ୨୦୨୬ – IPL  ୨୦୨୬
– ୨୬ ମାର୍ଚ୍ଚ ରୁ ୩୧ ମଇ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିଅର ଲିଗ

ଜୁନ  ୨୦୨୬ – ଆଫଗାନିସ୍ଥାନ ର ଭାରତ ଗସ୍ତ
– – ୩ଟି ଏକଦିବସୀୟ
– ୧ ଟେଷ୍ଟ ମ୍ୟାଚ ଖେଳାଯିବ

ଜୁଲାଇ  ୨୦୨୬ – ଭାରତ ଇଂଲଣ୍ଡ ଗସ୍ତ
– ୧ ଜୁଲାଇ – ପ୍ରଥମ ଟି 20 – ଚେଷ୍ଟାର ଲେ- ଷ୍ଟ୍ରିଟ
– ଜୁଲାଇ ୪ ଦ୍ଵିତୀୟ ଟି 20 – ମଂଚେଷ୍ଟାର
– ୭ ଜୁଲାଇ – ତୃତୀୟ ଟି 20 – ନୋଟିଙ୍ଗହାମ
– ଜୁଲାଇ ୯ – ଚତୁର୍ଥ ଟି 20 – ବ୍ରୀଷ୍ଟଲ
– ୧୧ ଜୁଲାଇ ପଞ୍ଚମ ଟି 20 – ସାଉଥମ୍ପଟନ

ଏକଦିବସୀୟ ସିରିଜ –
– ଜୁଲାଇ ୧୪ – ପ୍ରଥମ ଏକଦିବସୀୟ – ବର୍ମିଙ୍ଗହମ
– ୧୬ ଜୁଲାଇ – ଦ୍ଵିତୀୟ ଏକ ଦିବସୀୟ – କାର୍ଡିଫ
– ୧୯ ଜୁଲାଇ – ତୃତୀୟ ଏକଦିବସୀୟ – ଲର୍ଡସ

* ଅଗଷ୍ଟ  ୨୦୨୬ –
– ଭାରତ ଓ ଶ୍ରୀଲଙ୍କା ଗସ୍ତ – ୨ ଟେଷ୍ଟ

* ସେପ୍ଟେମ୍ବର  ୨୦୨୬ —
– ଆଫଗାନିସ୍ଥାନ  ବନାମ ଭାରତ – ୩ଟି ଟି 20 ମୁକାବିଲା

* ଏସିଆ ଗେମ୍ସ ( ଜାପାନ )
ୱେଷ୍ଟ ଇଣ୍ଡିଜ ର ଭାରତ ଗସ୍ତ – ୩ ଟି ଏକଦିବସୀୟ ମୁକାବିଲା, ଏବଂ ୫ଟି ଟି 20 ମ୍ୟାଚ

* ଅକ୍ଟୋବର – ନଭେମ୍ବର ୨୦୨୬
– ଭାରତ ର ନିୟୁଜିଲ୍ୟାଣ୍ଡ ଗସ୍ତ- ୨ ଟେଷ୍ଟ ମ୍ୟାଚ, ୩ଟି ଏକଦିବସୀୟ ମୁକାବିଲା

* ଡିସେମ୍ବର  ୨୦୨୬ –
– ଶ୍ରୀଲଙ୍କା ର ଭାରତ ଗସ୍ତ – ୩ଟି ଏକଦିବସୀୟ ମୁକାବିଲା, ୩ ଟି 20 ମ୍ୟାଚ

Leave A Reply