ଜେଇଇ ଆଡଡଭାନ୍ସଡ୍-୨୦୨୦ ଅଗଷ୍ଟ ୨୩ ତାରିଖରେ
ଭୁବନେଶ୍ୱର : ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ଜେଇଇ ଆଡଡଭାନ୍ସଡ୍-୨୦୨୦ ଅଗଷ୍ଟ ୨୩ ତାରିଖରେ ହୋଇପାରେ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଗତକାଲି ସୂଚନା…
Read More...
Read More...