ଟୋକିଓ ଅଲିମ୍ପିକ୍ସ : ବେଲଜିୟମଠାରୁ ୨-୫ରେ ହାରିଲେ ଭାରତୀୟ ପୁରୁଷ ହକି ଦଳ
ଟୋକିଓ: ନିରାଶ କଲେ ଭାରତୀୟ ପୁରୁଷ ହକି ଦଳ। ଅଧାରେ ରହିଲା ସ୍ୱର୍ଣ୍ଣ ପଦକ ଜିତିବାର ସ୍ୱପ୍ନ। ସୋମବାର ଟୋକିଓର ଓଇ ହକି ଷ୍ଟାଡିୟମରେ ବିଶ୍ୱ ଚାମ୍ପିଅନ୍ ବେଲଜିୟମଠାରୁ ଭାରତ ୨-୫ରେ ପରାସ୍ତ ହୋଇଥିବା ଜଣାପଡ଼ିଛି। ଦୀର୍ଘ…
Read More...
Read More...