ଭଦ୍ରକ : ସ୍ପେଶାଲ ଟ୍ରେନରେ ୨ହଜାର ପ୍ରବାସୀ ପହଞ୍ଚିଲେ ଜିଲ୍ଲାର ପ୍ରବାସୀ ଗଲେ କ୍ୱାରେଣ୍ଟାଇନ ସେଣ୍ଟର
ଭଦ୍ରକ,୧୫ା୦୫ : ଗତକାଲି ଅପରାହ୍ନରେ ଗୋଟିଏ ଶ୍ରମକି ସ୍ପେଶାଲ ଟ୍ରେନ ଭଦ୍ରକ ଷ୍ଟେସନରେ ପହଞ୍ଚିବା ପରେ ପୁଣି ରାତିରେ ଆଉ ୨ ଟି ଟ୍ରେନ ଭଦ୍ରକରେ ପହଞ୍ଚିଛି । ଯେଉଁଥିରେ ବିଭିନ୍ନ ଜିଲ୍ଲାର ପାଖାପାଖି ୨ ହଜାର ପ୍ରବାସୀ…
Read More...
Read More...