ବଡଚଣା ମିଥ୍ୟା ଖବର ପ୍ରଚାର କରି ଦଳିତ ନେତା ମନୋରଂଜନ ଜେନା ଗିରଫ
ଚଣ୍ଡିଖୋଲ, ୦୪/୦୪ (ସକାଳ ଖବର.କମ ) ବଡଚଣା ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ଦଳିତ ନେତା ମନୋରଂଜନ ଜେନା (୩୮)ଙ୍କୁ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଆଜି ବଡଚଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ…
Read More...
Read More...