Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ, ଖାଦ୍ୟ ଯୋଗାଣ ଓ ଖାଉଟି କ ଲ ୍ୟାଣ ବଭିାଗର କ ମିଶନର ତ ଥା ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

0

 ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତି୍ରପାଠୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍‍
ଆଜି କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତିା ଏହିସବୁ ଜିଲ୍ଲାଗୁଡ଼ିକରେ କୋଭିଡ୍‍୧୯ ହସ୍‍ପିଟାଲ୍‍ ପ୍ରସ୍ତୁତି ସଂପର୍କରେ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ସଂପୃକ୍ତ ଜିଲ୍ଲାପାଳ ଓ ଅନ୍ୟ
ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତିା
 କୋଭିଡ୍‍-୧୯ ପରିସ୍ଥିତିରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ୩.୩ କୋଟି ହିତାଧିକାରୀଙ୍କୁ ଅପ୍ରେଲ୍‍, ମଇ ଓ ଜୁନ୍‍ ୩ ମାସ ପାଇଁ ୫.୬୫ ଲକ୍ଷ ମେଟି୍ରକ୍‍ ଟନ୍‍ ଅଗ୍ରୀମ ଚାଉଳ ଓ ଗହମ ଯୋଗାଇ ଦିଆଯାଉଛିା
 ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୧୮,୪୭,୫୦୫ ପରିବାରଙ୍କୁ ୧୦୦୦ ଟଙ୍କା ହିସାବରେ ୧୮୪.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛିା ଏହି ଅର୍ଥ ରାଶି ପ୍ରଦାନରେ ୩୬,୦୨୦ ନୂତନ ଯୋଗ୍ୟ ହିତାଧିକାରୀ ସାମିଲ ହୋଇଛନ୍ତିା
 ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟର ୧୨,୩୫୬ଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୩୧,୯୦,୩୫୨ ପରିବାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛିା
 ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି ପାଳନ କରାଯାଉଛିା ଭିନ୍ନକ୍ଷମ ଏବଂ ବୟସ୍କ ନାଗରିକଙ୍କ ଘରେ ରାସନ ସାମଗ୍ରୀ ପହଞ୍ଚାଇ ଦିଆଯାଉଛିା ଦରଦାମ ନିୟନ୍ତ୍ରଣ ପାଇଁ ଦୋକାନବଜାରଗୁଡ଼ିକ ନିୟମିତ ଯାଞ୍ଚ ଓ ତଦାରଖ କରାଯାଉଛିା ରନ୍ଧନ ଗ୍ୟାସର
ବିତର ଣ ଏବଂ ପେଟ୍ରୋଲ ୍‍ ପମ୍ପରେ ବିକି୍ରବ ଟା ସଂପୂର୍ଣ୍ଣ ସ୍ୱାଭାବିକ ଅଛିା
“ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
 ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୬୫,୦୦୦ ଅତିଥି ଶ୍ରମଜୀବୀଙ୍କୁ ୧୯୪୮ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମିକ ମାନେ ଦେ ଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭ ନ୍ନି ସ୍ଥାନ ରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍‍ ସେଣ୍ଟର ଟୋଲ୍‍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି
କରାଯାଇଛିା
 ଆଜି ରାଜ୍ୟର ୫୨୬୪ ଗ୍ରାମ ପଞ୍ଚାୟତରେ ୩,୨୭,୯୫୫ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୩ଟି ପୌରାଞ୍ଚଳରେ ୨୭,୬୮୮ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 ଚଳିତ ରବି ଋତୁରେ କୃଷି କାର୍ଯ୍ୟ ଏବଂ ଆଗାମୀ ଖରିଫ ଋତୁ ପାଇଁ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କୃଷକ ଓ କୃଷି ଶ୍ରମଜୀବୀ ସେମାନଙ୍କ କାର୍ଯ୍ୟ ପୂର୍ବ ପରି ଜାରି ରଖିବୋ ଫଳ ଓ ପନିପରିବା ସହିତ ବିଭିନ୍ନ କୃଷିଜାତ ଦ୍ରବ୍ୟର ଅମଳରେ ନିୟୋଜିତ ଶ୍ରମଜୀବୀମାନେ ସାମାଜିକ ଦୂରତ୍ୱ ବଜାୟ ରଖି କାର୍ଯ୍ୟ କରିବୋ ବିଭିନ୍ନ କୃଷି ସାମଗ୍ରୀ, କୃଷି ଓ ଉଦ୍ୟାନକୃଷି ଉତ୍ପାଦଗୁଡ଼ିକୁ ବିପଣନ ପାଇଁ ଖୁଚୁରା ବେପାରୀ ଓ ପରିବହନ ମାଲିକମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ବିନା କଟକଣାରେ ପରିବହନ କରିପାରିବୋ ବିହନ, ସାର ଓ କୀଟନାଶକ ଦୋକାନ, ସରକାରୀ ଓ ଘରୋଇ କ୍ଷେତ୍ରରେ ଥିବା ବିହନ ପ୍ରକି୍ରୟାକରଣ କେନ୍ଦ୍ରଗୁଡ଼ିକ ବିନା କଟକଣାରେ କାର୍ଯ୍ୟ କରିବୋ କୃଷି ଯନ୍ତ୍ରପାତିର ପରିବହନ
ଅବ୍ୟାହତ ରହିବା
 ୫ରୁ ୧୮ ବର୍ଷ ବୟସର ଶିଶୁ ତଥା କିଶୋରମାନଙ୍କୁ ଲକ୍‍ ଡାଉନ୍‍ ସମୟରେ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖିବା ତଥା ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଅପ୍ରେଲ୍‍ ୨ ତାରିଖରୁ ଆରମ୍ଭ ହୋଇଥିବା “ମୋ ପ୍ରତିଭା’ ଅନ୍‍ଲାଇନ୍‍ ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ୫୪୪୪ ଜଣ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ, ଶିଶୁ ଯନି ଅନୁଷ୍ଠାନର ଅନ୍ତେବାସୀ, ଜନଜାତି ବର୍ଗର ଶିଶୁ ଏବଂ କିଶୋରମାନେ
ଭାଗ ନେଇଛନ୍ତିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୭ରୁ ଅପ୍ରେଲ ୮ ତାର ଖି ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୬୯ଟି ମାମଲା ଦାୟର କରାଯାଇଛିା ସେଥିରୁ ୨୫୨ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୪ଟି ହୋମ୍‍
କ୍ୱାରାଣ୍ଟାଇନ୍‍ ଉଲ୍ଲଂଘନ ପାଇଁ, ୩ଟି ଗୁଜବ ସୃଷ୍ଟି ପାଇଁ ଓ ୧୦ଟି କୋଭିଡ୍‍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତା ବିଭିନ୍ନ ଅଭିଯୋଗରେ ୩୦୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛିା
 ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୫୫ ଜଣଙ୍କୁ ପୋଲିସ୍‍ ଗିରଫ କରିଛିା
“ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୨୪୪୧ଟି ନମୁନା କୋଭିଡ୍‍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୨ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା
 ଜଣେ କୋଭିଡ୍‍-୧୯ ରୋଗୀଙ୍କର ମୃତୁ୍ୟ ହୋଇଥିବାବେଳେ ୩୯ ଜଣ ଚିକିତ୍ସିତ ହେଉଛନ୍ତିା
 କୋଭିଡ୍‍-୧୯ ପଜିଟିଭ୍‍ଙ୍କ ମଧ୍ୟରେ ଭୁବନେଶ୍ୱରରୁ ୩୪ ଜଣ, ଭଦ୍ରକରୁ ୩ ଜଣ ଓ କଟକ, ପୁରୀ, କଳାହାଣ୍ଡି, କେନ୍ଦ୍ରାପଡ଼ା ଏବଂ ଯାଜପୁରରୁ ଜଣେ ଲେଖାଏଁ ଅନ୍ତର୍ଭୁକ୍ତା
 ଆଜି ୯୧ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‍ବାସରେ ଅଛନ୍ତିା

Leave A Reply