Odisha news

ଶିକାରୀ ଗିରଫ :୨ଟି ବନ୍ଧୁକ ଜବଦ

0

ନୀଳଗିରି– ବନବିଭାଗ ପକ୍ଷରୁ ଆଜି ସକାଳେ କୁଲଡ଼ିହା ବନବିଭାଗ ଅଧିନ ବାବନ୍ଧ ବି୍ରଟ୍ ହାଉସ୍ ଅନ୍ତର୍ଗତ ଡେଉଁଚଘାଟୀ ଅଞ୍ଚଳ ଉପରେ ଚଢଉ କରାଯାଇ ବାବନ୍ଧ ଅଞ୍ଚଳର ପବନା ସିଂ ନାମକ ଜଣେ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ ଶିକାରୀ ଘଟଣାସ୍ଥଳରୁ ଖସି ପଳାଇଛି ।

ବନବିଭାଗ କର୍ମଚାରୀ ପବନା ସିଂ ଠାରୁ ଗୋଟିଏ ବନ୍ଧୁକ ଜବଦ୍ କରିଥିବା ବେଳେ ଫେରାର୍ ଥିବା ଶିକାରୀ ଜଣଙ୍କ ଛାଡ଼ି ପଳାଇଥିବା ବନ୍ଧୁକଟିକୁ ମଧ୍ୟ ଜବଦ କରାଯାଇଛି । ଧରାପଡ଼ିଥିବା ଶିକାରୀ ପବନା ସିଂଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଆନ୍ଧ୍ରରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ନିକଟରେ ଗୁହାରୀ

Leave A Reply