Odisha news

କେନ୍ଦ୍ର ସରକାରଙ୍କ ର ବଡ଼ ଘୋଷଣା : ଲାଗୁ ହେଲା ୭ମ ବେତନ କମିଶନ , କେନ୍ଦ୍ର କର୍ମଚାରୀ ମାନଙ୍କ ପାଇଁ ସେପ୍ଟେମ୍ବର ମାସରେ ଡବଲ ଧମାକା

ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀ ମାନଙ୍କର ଦୀର୍ଘ ଦିନ ର ଅପେକ୍ଷା ପରେ ବର୍ତ୍ତମାନ୍ ବେଶିକ ସାଲାରି ର ୨୮ ପ୍ରତିଶତ ମହଙ୍ଗା ଭତ୍ତା ମିଳିବାକୁ ଲାଗିଲାଣି । ଏହା ସହିତ କର୍ମଚାରୀ ମାନଙ୍କ ର HRA ମଧ୍ୟ ବଢ଼ିଛି । ଏହା ସହିତ କର୍ମଚାରୀ ମାନଙ୍କ ର ସେପ୍ଟେମ୍ବର ମାସରେ ଦରମା ଡବଲ ହୋଇ ଆସିବ ।
ସରକାର ମହଙ୍ଗା ଭତ୍ତା ବଢ଼ାଇବା ସହିତ କେନ୍ଦ୍ରୀୟ କର୍ମଚାରୀ ମାନଙ୍କର ହାଉସ ରେଣ୍ଟ ମଧ୍ୟ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆପଣଙ୍କୁ କହି ରଖୁଛୁ ଯେ ନୀୟମ ଅନୁସାରେ HRA ଏଥି ପାଇଁ ବଢାଇ ଦିଆ ଯାଇଛି କାରଣ ମହଙ୍ଗା ଭତ୍ତା ୨୫ ପ୍ରତିଶତ ରୁ ଅଧିକ ବଢ଼ିଛି । ସେଥିପାଇଁ କେନ୍ଦ୍ର ସରକାର ହାଉସ ରେଣ୍ଟ୍ କୁ ମଧ୍ୟ ୨୭ପ୍ରତିଶତ ବଢାଇଛନ୍ତି ।
ଡିପାର୍ଟମେଣ୍ଟ ଅଫ ଏକ୍ସପେଣ୍ଡିଚର୍ ୭ଜୁଲାଇ ୨୦୧୭ ରୁ ଗୋଟିଏ ଆଦେଶ ଜାରି କରିଥିଲେ । ଯେଉଁଥିରେ କୁହା ଯାଇଥିଲା ଯେ ମହଙ୍ଗା ଭତ୍ତା ୨୫ ପ୍ରତିଶତ ରୁ ଅଧିକ ବଢାଯିବ ।
ସରକାରୀ ଆଦେଶ ଅନୁସାରେ ଏହାକୁ ୩ଟି ବର୍ଗରେ ସହରର ପପୁଲେଶନ କୁ ବଣ୍ଟା ଯାଉଛି , ଯେଉଁ ସହରର ଜନସଂଖ୍ୟା ୫ଲକ୍ଷ ରୁ ଅଧିକ ସେମାନେ z ଓ y କଟଗୋରି ରହିବେ । ସେଠାରେ ୯% ପରିବର୍ତ୍ତେ ୧୮% HRA ମିଳିବ । ଯେଉଁ ସହରର ଜନସଂଖ୍ୟା ୫୦ ଲକ୍ଷ ରୁ ଅଧିକ ସେଠାରେ ହାଉସ ରେଣ୍ଟ୍ ଆଲାଉଁସ ୫୪୦୦, ୩୬୦୦ ଓ ୧୮୦୦ ଟଙ୍କା ରହିବ ।
Govt

Comments are closed.