Odisha news

ଭାରତୀୟ ସିନେ ଜଗତର ଜଣେ ଏଭଳି ନିର୍ଦେଶକ ଯିଏକି ନିଜ କ୍ୟାରିଅର ରେ ଗୋଟିଏ ମଧ୍ୟ ଫ୍ଲପ ଚଳଚିତ୍ର ଦେଇନାହାନ୍ତି

0

S.S . ରାଜାମଉଳି ଭାରତୀୟ ସିନେମା ଜଗତର ଜଣେ ଟପ ଫିଲ୍ମ ମେକର, ତାଙ୍କ ଚଳଚିତ୍ର ସବୁବେଳେ ବକ୍ସ ଅଫିସ ରେ ଛାଇ ଯାଇଥାଏ, S.S . ରାଜାମଉଳିଙ୍କ ଚଳଚିତ୍ର ଗ୍ରେଡ଼ ସ୍କେଲ ରେ ସୁଟିଂ ହୋଇଥାଏ, ଚଳଚିତ୍ର ରେ ଖୁବ ଛୋଟ ଛୋଟ କଥାକୁ ମଧ୍ୟ ଧ୍ୟାନ ରଖାଯାଇଥାଏ l ସେଥିପାଇଁ ତାଙ୍କ ଚଳଚିତ୍ର ସୁପର ହିଟ ହୋଇଥାଏ l  ରାଜାମଉଳି ଙ୍କ ନିର୍ଦେଶନା କେବଳ ଦକ୍ଷିଣ ଭାରତ ଚଳଚିତ୍ର ରେ ସୀମିତ ରହିନାହିଁ, ବଲିଉଡ ରେ ମଧ୍ୟ ରାଜା ଙ୍କ ପ୍ରଭାବ ରହିଛି l

ଅକ୍ଟୋବର ୧୦ ତାରିଖରେ ରାଜା ନିଜର ଜନ୍ମଦିନ ପାଳନ କରିବେ l

ରାଜା ମାଉଲି ଙ୍କ ପ୍ରଥମ ଚଳଚିତ୍ର ଥିଲା ସ୍ଟିଡେଣ୍ଟ ନମ୍ବର ୱାନ , ଯାହାକି ୪କୋଟି ରେ ନିର୍ମିତ ହୋଇଥିଲା ଏବଂ ୧୨ କୋଟି ର ବ୍ୟବସାୟ କରିଥିଲା l ଏଭଳି ଅନେକ ଚଳଚିତ୍ର ଯେପରିକି ସିଂହଦ୍ଵାରୀ , ଚ୍ୟାଲେଞ୍ଜ, ଛତ୍ରପତି, ବିକ୍ରମାରକୁଡୁ , ଥିପ ଅଫ ୟମା ବାହୁବଳୀ, ମକ୍ଷି , ବାହୁବଳୀ 2, RRR  ସାମିଲ ରହିଛି l ବର୍ତମାନ ରାଜା SSMB 29 ରେ କାମ କରୁଛନ୍ତି l ଚଳଚିତ୍ରଟିର ମୁଖ୍ୟ ଭୂମିକା ରେ  ସାଉଥ ସୁପର ଷ୍ଟାର ମହେଶ ବାବୁଙ୍କ ସହିତ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପଡା ଲିଡ଼ ରୋଲ ରେ ନଜର ଆସିବେ l ସେଥିପାଇଁ ଦେଶୀ ଗାର୍ଲ ବର୍ତମାନ ଭାରତରେ ଅଧିକ ସମୟ ନଜର ଆସୁଛନ୍ତି l

Leave A Reply