Odisha news

ତୃତୀୟ ଦିନିକିଆ: ଇଂଲଣ୍ଡ ୨୩୯/୭

0

ସାଉଥମ୍ପଟନ, ୪ା୮ (ଏଜେନ୍ସି) : ଆୟର୍ଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୩୮ ଓଭର ସୁଦ୍ଧା ୭ ୱିକେଟ୍‌ ହରାଇ ୨୩୯ ରନ୍‌ କରିଥିଲା । ଡେଭିଡ୍‌ ୱିଲି ୧୪ ଓ ଟମ୍‌ କୁରନ୍‌ ୯ ରନ୍‌ କରି ଅପରାଜିତ ଥିଲେ । ଅଧିନାୟକ ଇୟନ୍‌ ମୋର୍ଗାନ୍‌ ଶତକୀୟ ଇନିଂସ୍‌ (୧୦୬ ରନ୍‌) ଖେଳିଥିଲେ । ଆୟର୍ଲାଣ୍ଡର କ୍ରେଗ୍‌ ୟଙ୍ଗ ସର୍ବାଧିକ ୩ ୱିକେଟ୍‌ ସଫଳତା ହାସଲ କରିଥିଲେ ।

Leave A Reply