Odisha news

ଯଦି କାନ ବାରମ୍ବାର କୁଣ୍ଡାଇ ହେଉଛି ତେବେ ତାହାକୁ ହାଲୁକା ରେ ନିଅନ୍ତୁ ନାହିଁ, ଏହା ହୋଇପରେ ଗମ୍ଭୀର ସମସ୍ୟାର କାରଣ

0

ଆମେ ସମସ୍ତେ ଭାବିଥାଉ କାନ କୁଣ୍ଡାଇ ହେବା ଗୋଟିଏ ସାଧାରଣ ସମସ୍ୟା ଅଟେ, ଏବଂ ଆମେ ତାହାକୁ ଖୁବ ହାଲୁକା ରେ ନେଇଥାଉ l କିନ୍ତୁ ଅନେକ ସମୟରେ ଏହି କାନ କୁଣ୍ଡାଇବା ଗମ୍ଭୀର ସମସ୍ୟାର କାରଣ ମଧ୍ୟ ହୋଇଥାଏ l ଏହାକୁ କଦାପି ଅଣଦେଖା କରିବା ଉଚିତ ନୁହେଁ l

– ଯଦି ସର୍ଦି କାଶ ହୋଇଥାଏ ଏବଂ ଗଳା ରେ କଫ ଜମିଥାଏ ତେବେ କାନ ଅଧିକ କୁଣ୍ଡାଇ ହୋଇଥାଏ l
– ଧୂଳି, ବାୟୁ ପ୍ରଦୂଷଣ ଦ୍ୱାରା ଯଦି ଏଲର୍ଜୀ ହୋଇଥାଏ ତେବେ କାନ କୁଣ୍ଡାଇ ହେବାର ଅଧିକ ସମ୍ଭାବନା ରହିଥାଏ l
– କିଛି ଲୋକ ପହଁରିବା ସମୟ ରେ କାନରେ ପାଣି ଜମିବ ଦ୍ୱାରା କାନ କୁଣ୍ଡାଇ ହୋଇଥାଏ l
– କାନରେ ଇନଫେକ୍ସନ ହେବା ଦ୍ୱାରା ଭାଇରସ ଜମି ଯାଇଥାଏ ଯାହାକି କାନ କୁଣ୍ଡାଇ ହେବାର କାରଣ ହୋଇଥାଏ l

* ଯଦି କାନରେ ଦୀର୍ଘଦିନ ଧରି କୁଣ୍ଡାଇ ହେଉଛି ତେବେ ଏହାକୁ ହାଲୁକା ରେ ନେବା ଉଚିତ ନୁହେଁ, ଏହାଦ୍ୱାରା ଆପଣ ଭବିଷ୍ୟତ ରେ ଶ୍ରବଣ ଶକ୍ତି ମଧ୍ୟ ହରାଇ ପାରନ୍ତି l ଏହା ଆପଣଙ୍କ ପାଇଁ ପ୍ରାଣ ଘାତକ ର ମଧ୍ୟ କାରଣ ହୋଇଥାଏ l ଗୋଟିଏ ଅଧ୍ୟୟନ ଅନୁସାରେ ଅତ୍ୟଧିକ କାନ କୁଣ୍ଡାଇ ହେବା ଦ୍ୱାରା କାନ ଗମ୍ଭୀର ଇନଫେକ୍ସନ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ l ଯଦି ପିଲାଟି ବେଳରୁ କାନରେ କୌଣସି ଆଘାତ ଲାଗିଥାଏ ତେବେ କାନ ଉପରେ ଏହାର ପ୍ରଭାବ ପଡିଥାଏ ଏବଂ କାନ କୁଣ୍ଡାଇ ହୋଇଥାଏ l

Nalco

Leave A Reply