ଭୁବନେଶ୍ୱର, ୨୯/୦୧/୨୦୨୪:ଯାତ୍ରା ଜଗତର ଖ୍ୟାତନାମା କଳାକାର ମାନେ ଆଜି ଶଙ୍ଖଭବନ ଠାରେ ବରିଷ୍ଠ ବିଜେଡ଼ି ଉପସଭାପତି ତଥା ବଡ଼ମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ଶ୍ରୀ ମାନସ ମଙ୍ଗରାଜ ଓ ଶ୍ରୀ ଅମର ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଦଳରେ ସାମିଲ୍ହୋଇଥିବା ସମସ୍ତ ଯାତ୍ରା କଳାକାର ମାନଙ୍କୁ ଶ୍ରୀମିଶ୍ର, ଶ୍ରୀ ମଙ୍ଗରାଜ ଓ ଶ୍ରୀ ପଟ୍ଟନାୟକଉପଢୌକନଦେଇ ଦଳକୁସ୍ୱାଗତକରିଥିଲେ ।ବିଜେଡ଼ିରେ ଯାତ୍ରାକଳାକାରଙ୍କଯୋଗଦାନ ଫଳରେ ଦଳୀୟସଂଗଠନ ଆହୁରି ମଜଭୂତହେବବୋଲିସାଂସଦ ମାନସ ମଙ୍ଗରାଜ ଓ ଅନ୍ୟ ନେତୃ ବୃନ୍ଦ କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ହୋଇଥିବା ଯାତ୍ରା କଳାକାର ମାନେ ନିଜ ପ୍ରତିକି୍ରୟାରେ କହିଥିଲେ ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପି୍ରମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁା କଳାକାର ମାନଙ୍କ ବିକାଶ ଓ ସ୍ୱପ୍ନକୁ ସାକାର କରିବା ପାଇଁ ସର୍ବଦା କାର୍ଯ୍ୟ କରିଥାନ୍ତି ମୁଖ୍ୟମନ୍ତ୍ରୀ ଏବଂ ଆମେ ଆଗାମୀ ଦିନରେ ବିଜେଡ଼ି କିପରି ଆହୁରି ମଜଭୁତ ହେବ, ସେ ନେଇ ଆମ ସ୍ତରରେ କାର୍ଯ୍ୟଜାରିରଖିବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃ ବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଏହିମିଶ୍ରଣ ପର୍ବରେଯାତ୍ରାକଳାକାରବାପି ପଣ୍ଡା, ଦୈତାରୀ ପଣ୍ଡା, ଚୈତନ୍ୟ ପାଇକ, ରମେଶଚନ୍ଦ୍ର ନାୟକ, ଶିବରାମ ପ୍ରଧାନ, ସୁବାସବେହେରାଏବଂବିଭିନ୍ନଜିଲ୍ଲାର ଯାତ୍ରାକଳାକାରମାନଙ୍କମଧ୍ୟରେରତିକାନ୍ତ ପରିଡ଼ା, ଆଦିକନ୍ଦ ନାୟକ, ଶୁଭେନ୍ଦୁଲେଙ୍କା, ସଞ୍ଜୟକୁମାର ଦାସ, ହୃଷିକେଶମିଶ୍ର, ଅସିତ୍ କୁମାରଜେନା, ମନୋଜବାରିକ, ହିରନ୍ୟାବେହେରା, ବିଜୟକୁମାରବିଶ୍ୱାଳ, ପ୍ରତାପ ରୁଦ୍ର ପାତ୍ର, ରାଜେନ୍ଦ୍ରକୁମାର ପତି, ତପନ ମଲ୍ଲିକ, ବ୍ରଜସୁନ୍ଦରମଲ୍ଲିକ, ଶରତଚନ୍ଦ୍ରସାହୁ, ଲିଙ୍ଗରାଜ ପାଣିଗ୍ରାହୀ, ପଲାରାଜୁ ପବନ, ଅନିରୁଦ୍ଧ ପାଇକ, ଶଙ୍କରପୋଢ଼, ସୌଭାଗ୍ୟହରିପାଲ, ପୁରଷୋତ୍ତମସଗରିଆ, ପୂର୍ଣିର୍ମାଚତି୍ରଆ, ତି୍ରଶୂଳିଆବେହେରା, ଡେଜିରାଣୀସ୍ୱାଇଁ । ଏହିସବୁନେତୃବୃନ୍ଦଙ୍କସହସାରାରାଜ୍ୟରୁ ୩୫୦ରୁ ଊଦ୍ଧ୍ୱର୍ ଯାତ୍ରାକଳାକାର ଆଜି ଏହି ଅବସରରେବିଜେଡ଼ିରେସାମିଲ୍ହୋଇଥିଲୋଶେଷରେବିଜେଡ଼ିମୁଖପାତ୍ରଡଃପ୍ରିୟବ୍ରତମାଝୀଧନ୍ୟବାଦ ଅର୍ପଣ କରିଥିଲେ ।