ଧନତେରସ କାର୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପାଳିତ ହୋଇଥାଏ, ଚଳିତ ବର୍ଷ ଧନତେରସ ୧୮ ଅକ୍ଟୋବର ରେ ପାଳିତ ହେବ, ଏହି ଶୁଭ ଦିନରେ ମାଲକ୍ଷ୍ମୀ ଓ କୁବେର ଭଗବାନ ଙ୍କର ପୂଜା କରାଯାଇଥାଏ l ଧନତେରସ ରେ ଦୀପ ଦେବା ସମୟ ରେ ୫ଟି କାମ କରିବା ଦ୍ୱାରା ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ l
* ଧଂତେଶ ରେ ୧୩ ଦୀପ ଜଳାଇବା ଦ୍ୱାରା ଧନ, ସମୃଦ୍ଧି ଓ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ, ଏହା ଗୋଟିଏ ପାରମ୍ପରିକ ଉପାୟ ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଓ କୁବେର ଦେବତା ସନ୍ତୁଷ୍ଟ ହୁଅନ୍ତି l
* କୁବେର ଙ୍କୁ ଦୀପ ଅର୍ପଣ କରିବା ପରେ ଗୋଟା ଗୁଆ , ଗୋଟା ନଡ଼ିଆ, ଧୂପ, ଦୀପ, ଚନ୍ଦନ ସିନ୍ଦୁର ଓ ପଦ୍ମ ଫୁଲ ଦେଇ ବିଧି ବିଧାନ ଭାବରେ ପୂଜା କରିବା ଜରୁରୀ ଅଟେ l ଏବଂ ୟକ୍ଷୟ କୁବେରାୟ ବୈଷ୍ଣବଣlୟ ଧନ-ଧନ୍ୟ ଅଧିପତୟେ ନମଃ ମନ୍ତ୍ର ପାଠ କରନ୍ତୁ l
* ଘରର ମୁଖ୍ୟ ଦ୍ୱାରରେ ହଳଦୀ ଓ ଚାଉଳ ରେ ପେଷ୍ଟ ପ୍ରସ୍ତୁତ କରି ଓଂ ଲେଖନ୍ତୁ , ଏବଂ ମା ଲକ୍ଷ୍ମୀଙ୍କୁ ସ୍ୱାଗତ କରନ୍ତୁ l ଏହାଦ୍ୱାରା ସୁଖ ସମୃଦ୍ଧିର ଆଗମନ ହୋଇଥାଏ l
* ଏବଂ ଦକ୍ଷିଣ ବର୍ତି ଶଙ୍ଖ କୁ ଜଳ ଭରି ଗୋଟିଏ ସ୍ଟାନ୍ଡ ଉପରେ ରଖନ୍ତୁ ଏବଂ ନାଲି କପଡା ଟିଏ ଘୋଡାଇ ତା ଉପରେ ତୁଳସୀ, ଚାଉଳ, ହଳଦୀ ଏବଂ ଫୁଲ ଅର୍ପଣ କରନ୍ତୁ l ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ l