ଯାତ୍ରୀମାନଙ୍କୁ ନିରନ୍ତର ଯାତ୍ରା ସୁବିଧା ଯୋଗାଇବା ଏବଂ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ, ପୂର୍ବ ତଟ ରେଳପଥ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି:
* ବିଶାଖାପାଟଣା-ତିରୁପତି-ବିଶାଖାପା
ଟ୍ରେନ୍ ନମ୍ବର 08547/08548 ବିଶାଖାପାଟଣା-ତିରୁପତି-ବିଶାଖାପା
* ବିଶାଖାପାଟଣା – ଚରଲାପାଲି-ବିଶାଖାପାଟଣା (08579/08580)
ଟ୍ରେନ୍ ନମ୍ବର 08579/08580 ବିଶାଖାପାଟଣା- ଚରଲାପାଲି- ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ 26 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ବିଶାଖାପାଟଣାରୁ ଏବଂ ଚରଲାପାଲିରୁ ଏହା 27 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି।
* ଉଧନା-ଖୋର୍ଦ୍ଧା ରୋଡ୍-ଉଧନା (09059/09060)
ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ନିମ୍ନଲିଖିତ ଟ୍ରେନ୍ ବାତିଲ୍
ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ କୋଟ୍ଟାଭାଲସା- ପେନ୍ଦୁର୍ତ୍ତି ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ 06 ଅଗଷ୍ଟ 2025 ରୁ 09 ଅଗଷ୍ଟ 2025 ପର୍ଯ୍ୟନ୍ତ, ନିମ୍ନଲିଖିତ ଟ୍ରେନ ଗୁଡିକ ବାତିଲ୍ କରାଯିବ।
• ବିଶାଖାପାଟଣାରୁ ଛାଡିବାକୁ ଥିବା ଟ୍ରେନ ନମ୍ବର 18526 ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ 06 ଅଗଷ୍ଟ 2025 ରୁ 08 ଅଗଷ୍ଟ 2025 ପର୍ଯ୍ୟନ୍ତ ବାତିଲ କରାଯିବ।
• ବ୍ରହ୍ମପୁରରୁ ଛାଡିବାକୁ ଥିବା ଟ୍ରେନ ନମ୍ବର 18525 ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ 07 ଅଗଷ୍ଟ 2025 ରୁ 09 ଅଗଷ୍ଟ 2025 ପର୍ଯ୍ୟନ୍ତ ବାତିଲ କରାଯିବ।