ବାଲିଗୁଡା,୧୯/୪-; ବିଜେପି ତରଫରୁ ବାଲିଗୁଡା ଗାୟଗତ୍ରୀ ମନ୍ଦିର ପରିସରରେ ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମଖୁ୍ୟଅତିଥୀ ଭାବେ କନ୍ଧମାଳ ସାଂସଦ ଶୁକାନ୍ତ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ଫୁଲାବାଣୀ ବିଧାୟକ ଉମା ଚରଣ ମଳିକ, ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି,ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପଦ୍ମ ଚରଣ ଦାସ,ପୁର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ଲୋକସଭା ÷ କ୍ଷେତ୍ର ସାଂସଦ ପ୍ରତିନିଧି ଦୁର୍ଗା ଚରଣ ଆଚାର୍ଯ୍ୟ ,ସଭାନେତ୍ରୀ କଳ୍ପନା କହଁର ପ୍ରମୁଖ ମଂଚାସିନ ଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ ମଂଚ ପରିଚାଳନା କରିଥିଲେ । ,ସକ୍ରିୟ ସଦସ୍ୟ ମାନେ କିଭଳି ଭାବରେ ସରକାରୀ ଯୋଜନାକୁ ତଳେ ପହଁଚାଇବେ ସଂଗଠନକୁ ମଜବୁତ କରାଇବେ ତାରି ଉପରେ ସଦସ ।ନଙ୍କ କହିଛନ୍ତି । ଏହାପରେ ସାଂସଦ ଉପଖଣ୍ଡ ଚିକିସôାଳୟକୁ ଯାଇ ଆୟୁଷ୍ମାନ ଯୋଜନାର ସ୍ୱାସ୍୍ୟ କାର୍ଡ ବଣ୍ଟନ ରିଥିଲେ ।