ଯାଜପୁର : ବରୀ ବ୍ଲକ ଅଧିନ ଅଲିପୁର ପଞ୍ଚାୟତରେ ବନ୍ୟା ବିପନ୍ନମାନଙ୍କୁ ଶିକ୍ଷକ ତଥା ଯୁବ ସମାଜସେବୀ ଅଶୋକ କୁମାର ମଲ୍ଲିକ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି । ପାଖାପାଖି ୨୦୦ ଉର୍ଦ୍ଧ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିସାରିଛନ୍ତି । ବରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ରହୁଥିବା ବନ୍ୟାବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବେ ବୋଲି ଶ୍ରୀ ମଲ୍ଲିକ ସମ୍ବାଦିକ ଭାଇମାନଙ୍କୁ ସୂଚନା ଦେଇଛନ୍ତି ।
