Odisha news

୩୫ ବର୍ଷ ପୂର୍ବରୁ ଯୁବାବସ୍ଥା ରେ ବୃଦ୍ଧ ହୋଇଯାଉଛି ବ୍ରେନ, କାହିଁକି ସାଇଲେଣ୍ଟ କିଲର ହେଉଛି ହାଇ ବିପି

0

ବ୍ରେନ ହେଉଛି ମଣିଷ ଶରୀରର ଗୋଟିଏ ମହତ୍ଵପୁର୍ଣ ଅଙ୍ଗ ହେଉଛି ବ୍ରେନ, ବ୍ରେନ ଯଦି ହାଇପର ଟେନ୍ସନ ସମସ୍ୟା ରେ ରହିଥାଏ ତେବେ ଉଚ୍ଚ ରକ୍ତଚାପ ସମସ୍ୟା ହୋଇଥାଏ, ହାଇପାର ଟେନ୍ସନ ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ଧମନୀ ରେ ରକ୍ତର ଚାପ ନର୍ମାଲ ଠାରୁ ଅଧିକ ହୋଇଥାଏ, ଗତ କିଛିବର୍ଷ ରେ ୨୫ ରୁ ୩୫ ବର୍ଷ ର ଯୁବକ ମାନଙ୍କ ନିକଟରେ ଅଧିକ ଦେଖିବାକୁ ମିଳୁଛି l

ଆଜିର ସମୟରେ ଯୁବକ ମାନେ ଅଧିକ ଉଚ୍ଚ ରକ୍ତଚାପ ରେ ପୀଡିତ ହେଉଛନ୍ତି, ଏକ୍ସପର୍ଟ ଙ୍କ ମତରେ ଚିନ୍ତା ର ବିଷୟ ଏହାକି ଯୁବକମାନେ ଅଧିକ ଆଜିକାଲି ହାଇପର ଟେନ୍ସନ ଶିକାର ହେଉଛନ୍ତି, ଏହି କାରଣରୁ ଉଚ୍ଚ ରକ୍ତଚାପ କୁ ସାଇଲେଣ୍ଟ କିଲର କୁହାଯାଉଛି l

କାହିଁକି ଯୁବାବସ୍ଥା ରେ ବଢୁଛି ହାଇ ବିପି ସମସ୍ୟା ?
ଆଜିର ବିଜି ଲାଇଫ ଓ ଅନହେଲଦି ଡାଏଟ କାରଣରୁ ଲୋକଙ୍କ ବ୍ଲଡ଼ ପ୍ରେସର ପ୍ରଭାବିତ ହୋଇଥାଏ, ଦୀର୍ଘ ସମୟ ପର୍ଯ୍ୟନ୍ତ, ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହିବା, ଦୀର୍ଘ ସମୟ ପର୍ଯ୍ୟନ୍ତ ମୋବାଇଲ ଦେଖିବା, ଅଧିକ ଜଙ୍କ ଫୁଡ ଖାଇବା, ଧୂମ୍ର ପାନ ଓ ମଦ୍ୟପାନ ଅଧିକ କରିବା ତେବେ ହାଇ ବିପି ସମସ୍ୟା ହୋଇଥାଏ l

ମାନସିକ ଚାପ –
ଆଜିର ସମୟରେ ଯୁବକ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାପଟପ ରେ ବସି କାମକରିବା, ଯେଉଁ କାରଣରୁ ତାଙ୍କ ନିଦ ପୁରା ହୋଇନଥାଏ, ନିଦ ଠିକ ରେ ନହେବା ଦ୍ୱାରା ମାନସିକ ଚାପ ଅଧିକ ବଢି ଯାଇଥାଏ, ଯେଉଁ କାରଣରୁ ଷ୍ଟ୍ରେସ ହର୍ମୋନ ବୃଦ୍ଧି ହୋଇଥାଏ, ଯେଉଁ କାରଣରୁ ବିପି ହୋଇଥାଏ l

ବ୍ରେନ ଉପରେ ପଡିଥାଏ ପ୍ରଭାବ –

ଉଚ୍ଚ ରକ୍ତଚାପ ର ପ୍ରଭାବ ଅଧିକ ବ୍ରେନ ହେଲଥ ଉପରେ ପଡିଥାଏ, ଦୀର୍ଘ ସମୟ ପର୍ଯ୍ୟନ୍ତ ଉଚ୍ଚ ରକ୍ତଚାପ ରେ ପୀଡିତ ହେଉ ଥିବାରୁ ମସ୍ତିସ୍କ ର ଖୁବ କ୍ଷତି ହୋଇଥାଏ , ଯେଉଁ କାରଣରୁ ବ୍ରେନ କ୍ଳଟ , ଷ୍ଟ୍ରୋକ , ବ୍ରେନ ହାମ୍ରେଜ ରିସ୍କ ବଢି ଯାଇଥାଏ, ଏହା ବ୍ୟତୀତ ମାନସିକ ଚାପ ପଡି ଯାଇଥାଏ l

ଏହିସବୁ ଲକ୍ଷଣ କୁ ଅଣଦେଖା କରନ୍ତୁ ନାହିଁ –
– ବାରମ୍ବାର ମୁଣ୍ଡ ବିନ୍ଧା ହେବା
– ଆକ୍ଷି କୁ ଠିକ ରେ ଦେଖା ନଯିବା
– ମୁଣ୍ଡ ବୁଲାଇବା
– ହାର୍ଟ ବିଟ ସ୍ପିଡ଼ ହେବା
– ଅଚାନକ ଦୁର୍ବଳ ଲାଗିବା
– ମାନସିକ ଉତେଜନା ବୃଦ୍ଧି ହେବା

Govt
Leave A Reply