ବାଲିଗୁଡା,୫/୮-; ବାଲିଗୁଡାର ନୁତନ ଉପଜିଲ୍ଲାପାଳ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି ପ୍ରଣୀତା ଦାସ ,ଭାରତୀୟ ପ୍ରଶାସନିକ ସେବା । ସେ ୨୦୨୩ ବ୍ୟାଚର ଭାରତୀୟ ପ୍ରସାଶନିକ ସେବାର । ନିଜ ଘର ମୟୁରଭଂଜ ଜିଲ୍ଲା ବାରିପଦାରେ ଘର । ତାଙ୍କର ଏହା ପ୍ରଥମ ଉପଜିଲ୍ଲାପାଳ ଭାବେ ଦାୟୀତ୍ୱ ନେଇଛନ୍ତି । ସେ କହିଛନ୍ତି ଅଂଚଳ ସମସ୍ୟାକୁ ନେଇ ବୁଝିବି ଓ ଧିରେଧିରେ ସମସ୍ୟାର ସମସ୍ୟାର ସମାଧାନ କରିବି । ସମସ୍ତଙ୍କ ସହଯୋଗରେ ଉପଖଣ୍ଡର ପ୍ରଗତି କରିବାକୁ ଆଶା ରଖିଛନ୍ତି ।