Odisha news

ଶିକ୍ଷାନିକେତନ ତରଫରୁ ବିଜୁ ଜୟନ୍ତି ପାଳିତ

0

ବାଲିଗୁଡା,୫/୩-; ବାଲିଗୁଡାର ଶିକ୍ଷାନିକେତନ ବିଦ୍ୟାଳୟ ତରଫରୁ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ରାଜ କିଶୋର ପାଢୀଙ୍କ ସଭାପତିତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥୀ ଭାବର ଅବସରପ୍ରା୍ପ୍ତ ପ୍ରଧାନ ତଥା ଶିକ୍ଷାନିକେତନର ଉପଦେଷ୍ଟା ଶିକ୍ଷକ ରବୀନ କୁମାର ମିଶ୍ର ଯୋଗଦେଇ ସ୍ୱର୍ଗତ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ସରକାରରେ କିଭଳି କେତେକ ନିତିନିୟମ ଓ ନାରୀଙ୍କୁ ଅଗ୍ରାଧିକାର ଦିଆାଯାଇତିଲା ତାରି ଉପରେ ଆଲୋନା କରିଥିଲେ । ଅନୁଷ୍ଠାନର ସମ୍ପାଦିକା ରେଖାରାଣି ମହାପାତ୍ର ଶିକ୍ଷକ ବୈକୁଣ୍ଠ ବେହେରା,ନିଧି ବିନ୍ଧାଣୀ,ସଂଜୟ ପ୍ରଧାନ ଓ ଅରୁଣ ବେହେରଦଳେଇ ପ୍ରମୁଖ ମାଂଚସିନ ଥିଲେ । ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Govt
Leave A Reply