ଅମରେନ୍ଦ୍ର କୁମାର ପଟ୍ଟନାୟକ , ସକାଳ ଖବର : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ Dsp କୁ ପଦୋର୍ନତି ହେଲେ, ବର୍ତମାନ ସେ ଆସିକା ଥାନା ଅଧିକାରୀ ରୂପେ କାର୍ଯ୍ୟ କରୁଛନ୍ତି, ଏହି ବର୍ଷ ଆସିକା ଥାନା କୁ ସର୍ବ ଭାରତର ସ୍ତରରେ ପ୍ରଥମ ଥାନା ରୂପେ ଆସିକା ଥାନା କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ପୁରସ୍କାର ପ୍ରଦାନ କରିଥିଲେ,