Odisha news

ସେଲ୍‌ଫି-ଫ୍ରେଣ୍ଡ୍‌ଲି ପଶୁ

0

ଦୁନିଆର ସବୁଠୁ ଭୟଙ୍କର, ଛୋଟ ବଡ଼ ବା କୁ୍ୟଟ୍‌ ପଶୁଙ୍କ ବିଷୟରେ ଜାଣିଥିବେ । ଏମିତି ଏକ ପଶୁ ଅଛି ଯିଏ ଅନ୍ୟ ସମସ୍ତ ଜୀବଙ୍କଠାରୁ ଅଧିକ ଖୁସି ରହିଥାଏ । ତାର ମୁହଁ ସ ବ ୁ େ ବ େ ଳ ହସହସ । କ୍ୱାକା ନାମକ ଏହି କୌତୁକିଆ ଜୀବ ପ ଶ୍ଚ ି ମ ଅ େ ଷ୍ଟ ୍ର ଲ ି ଅ । ର ସ ; ସ ; ି ଅ । ଇ ଲ । କ । େ ର େ ଦ ଖ । ଯ । ; ି । ଏମାନେ କଙ୍ଗାରୁ ପ୍ରଜାତିର – କଙ୍ଗାରୁ ଭଳି ପେଟ ଥଳିରେ ନିଜ ପିଲାକୁ ରଖିଥାନ୍ତି । ଏମାନଙ୍କ ଆକାର ବିଲେଇ ଭଳି । ବନ ବିଭାଗ ଅଧିକାରୀ ପରୱିନ୍‌ କାସୱାନ ଟ୍ୱିଟର୍‌ରେ କ୍ୱାକାର ଏକ ସୁନ୍ଦର ଫଟୋ ସେୟାର
କରିଛନ୍ତି । ଏମାନଙ୍କ ସହ ସେଲ୍‌ଫି ଉଠାଇଲେ ତରକିଯିବା ପରିବର୍ତ୍ତେ ବିଭିନ୍ନ ଢଙ୍ଗରେ ପୋଜ୍‌ ଦେଇଥାନ୍ତି । ଏଥିପାଇଁ ଏମାନଙ୍କୁ ସେଲ୍‌ଫି ଫ୍ରେଣ୍ଡ୍‌ଲି ପ୍ରାଣୀ କୁହାଯାଉଛି । କେବଳ ରାତିରେ ବାହାରକୁ ବାହାରୁଥିବା ଏହି ଜୀବମାନେ ଗୋଷ୍ଠୀ ଜୀବନ ପସନ୍ଦ କରିଥାନ୍ତି ।

 

Nalco
Leave A Reply