Odisha news

ଆସନ୍ନ ଦୁର୍ଘଟଣାରୁ ବର୍ତ୍ତିଲା ଆନ୍ତଃରାଜ୍ୟ ବସ୍

0

ଜଳେଶ୍ୱର : ଆଜି ଅପରାହ୍ନରେ ଏକ ଆସନ୍ନ ଦୁର୍ଘଟଣାରୁ କାନ୍ଥି ବାଲେଶ୍ୱର ଏକ ଆନ୍ତଃରାଜ୍ୟ ବସ୍ କାଶିଡିହାଠାରେ ଅଳ୍ପକେ ବର୍ତ୍ତିଯାଇଛି । ଘଟଣାରୁ ପ୍ରକାଶ ଡବ୍ଲୁବି୩୧-୩୨୫୦ ମା ଲକ୍ଷ୍ମୀ ବସ୍ଟି ଆମ୍ବଳିଅଠାଛକର ଅନତିଦୂର କାଶିଡିହାଠାରେ ଏକ ଡମ୍ପରକୁ ସାଇଡ୍ ଦେବାକୁ ଯାଇ ରାସ୍ତ ତଳକୁ ଖସି ଯାଇଥିଲା । କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ରାସ୍ତକଡ ନୟନଯୋଡିରେ ଥିବା ପାଣି ମଧ୍ୟକୁ ଖସିଯାଇନଥିଲା । ଫଳରେ ବସ୍ ମଧ୍ୟରେ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଛନ୍ତି ।

Nalco
Leave A Reply