Odisha news

୫୦୦ ଡାକ୍ତରୀ ଛାତ୍ରଛାତ୍ରୀ ନେଲେ ଅନ୍‍ଲାଇନ୍‍ ପ୍ରଶିକ୍ଷଣ

0

ଭୁବନେଶ୍ୱର : ୦୪ ଅପ୍ରେଲ,୨୦୨୦ :ସଂପ୍ରତି କୋଭିଡ୍‍-୧୯ ସଂକ୍ରମଣ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ
ଯେକୌଣସି ଆପଦକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିବା ନିମନ୍ତେ କଟକ ଏସ୍‍ସିବି ମେଡିକାଲ୍‍ କଲେଜର ସପ୍ତମ ଏବଂ ନବମ ସେମିଷ୍ଟାରର ୫୦୦ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଗାଇଡ଼୍‍ଲାଇନ୍‍ ଅନୁସାରେ ଜୁମ୍‍ ଅନ୍‍ଲାଇନ୍‍ ବ୍ୟବସ୍ଥା ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଛିା ଏସ୍‍ସିବି ମେଡିକାଲ୍‍ କଲେଜ୍‍ର ଫାକଲ୍‍ଟି ସଦସ୍ୟ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀମାନେ ଏହି ପ୍ରଶିକ୍ଷଣ ପ୍ରଦାନ କରିଥିଲୋ ପ୍ରଶିକ୍ଷଣ ପରେ ପ୍ରଥମ ଏକ ଘଣ୍ଟା ମଧ୍ୟରେ ୪୩୪ ଜଣ ଛାତ୍ରଛାତ୍ରୀ ଅନ୍‍ଲାଇନ୍‍ କୁଇଜ୍‍ରେ ଭାଗ ନେବା ନିମନ୍ତେ ପଂଜୀକରଣ କରିଥିଲୋ ଭାରତ
ସରକାରଙ୍କ ପ୍ରଦତ୍ତ କୋଭିଡ୍‍ ସଂପର୍କିତ ମଡୁ୍ୟଲ୍‍ଗୁଡ଼ିକ ଏହି ପ୍ରଶିକ୍ଷଣରେ ଉପସ୍ଥାପନ କରାଯାଇଥିଲାା

Leave A Reply