Odisha news

ମହିଳା ସ୍କ୍ୱାଶ ଫାଇନାଲରେ ଭାରତ

0

ଜାକା ର୍ା,୩୧ା୮: ସ୍କ୍ୱାଶ କୁଇନ୍ ଜ୍ୟୋତ୍ସ୍ନା ଚିନ୍ନାପ୍ପା ମାଲେସିଆର ୮ଥର ବିଶ୍ୱ ଚାମ୍ପିଅନ ନିକୋ ଡେଭିଡ୍ଙ୍କୁ ପରାସ୍ତ କରି ଦଳକୁ ଫରାଇନାଲରେ ପହ ।ଇଛନ୍ତି । ଶୁକ୍ରବାର ଭାରତୀୟ ମହିଳା ଦା ୨-୦ ବ୍ୟବଧାନରେ ମାଲେସିଆକୁ ପରାସ୍ତ କରିଛି । ପରାଜୟ ସହ ଡିଫେଣ୍ଡିଂ ଚାମ୍ପିଅନ ମାଲେସିଆକୁ ବ୍ରୋଞ୍ଜ ପଦକ ନିମନ୍ତେ ଲଢ଼ିବାକୁ ପଡିବ ।
ଭାରତୀୟ ଦଳରେ ଜ୍ୟୋତ୍ସ୍ନା ଚିନ୍ନାପ୍ପା, ଦୀପିକା ପାଲିକଲ, ସୁନୟନା କୁରୁଭିଲା ଏବଂ ତନଭି ଖାନ୍ନା ପ୍ରମୁଖ ଜମାଣିଆ ପ୍ରଦର୍ଶନ କରି ଅତିକମରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ଶନିବାର ସ୍ୱର୍ଣ୍ଣ ପଦକ ମୁକାବିଲାରେ ଭାରତ ଓ ହଂକଂ ପରସ୍ପରକୁ ଭେଟିବେ । ୨୦୧୪ରେ ଭାରତୀୟ ମହିଳା ଦଳ ଇେ ନରେ ରୌପ୍ୟ ପଦକ ହାସଲ କରିଥିଲେ ।

Leave A Reply