Odisha news

ଫେଡେରର ମ୍ୟାଜିକ୍

0

ନ୍ୟୁୟର୍କ,୩୧ା୮: ସ୍ୱିଜରଲାଣ୍ଡର ପେଶାଦାର ଟେନିସ୍ ଖେଳାଳି ରୋଜର ଫେଡେରର ୟୁଏସ୍ ଓପନ୍ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଫେଡେରର ଦ୍ୱିତୀୟ ରାଉଣ୍ଡରେ ୭-୫, ୬-୪, ୬-୪ ସେଟରେ ବେନୋତି ପାଇରେଙ୍କୁ ପରାସ୍ତ କରିଛନ୍ତି । ତୃତୀୟ ରାଉଣ୍ଡରେ ସେ ନିକ୍ କିର୍ଗୀଅସ୍ଙ୍କୁ ଭେଟିବେ ।
ଅନ୍ୟଏକ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ନୋଭାକ ଜୋକୋଭିକ୍ ୬-୧, ୬-୩, ୬-୭ ସେଟରେ ଟେନ୍ସ ସାଣ୍ଡଗ୍ରୀନଙ୍କୁ ପରାସ୍ତ କରିଛନ୍ତି । ବିଜୟୀ ହେବାକୁ ଜୋକୋଭିକଙ୍କୁ ୨ ଘ । ୪୫ ମିନିଟର କଡା ସଂଘର୍ଷ କରିବାକୁ ପଡିଥିଲା ।

Leave A Reply