Odisha news

ଗରିବ ଦେଶ ପାଇଁ ଭାକ୍‌ସିନ୍‌ କିଣିବ ୟୁନିସେଫ୍‌

0

ସମସ୍ତ ଗରିବ ଦେଶଙ୍କୁ ସୁରକ୍ଷିତ, ଶୀଘ୍ର ଓ ନ୍ୟାୟସଙ୍ଗତ ଭାକ୍‌ସିନ୍‌ ଉପଲବ୍ଧ କରାଇବାର ନେତୃତ୍ୱ ନେଇଛି ଜାତିସଂଘର ଶିଶୁ କଲ୍ୟାଣ ସଂଗଠନ ୟୁନିସେଫ୍‌ । ୟୁନିସେଫ୍‌ ସବୁଠୁ ବଡ଼ ଭାକ୍‌ସିନ୍‌ କ୍ରେତା ଯିଏ ପ୍ରାୟ ୧୦୦ ଦେଶକୁ ନିୟମିତ ଟୀକାକରଣ କରାଇବା ପାଇଁ ପ୍ରତିବର୍ଷ ୨୦୦ କୋଟିରୁ ଅଧିକ ଭାକ୍‌ସିନ୍‌ କିଣିଥାଏ । ୟୁଏନ୍‌ ଏଜେନ୍ସି, ପାନ୍‌ ଆମେରିକାନ୍‌ ହେଲ୍‌ଥ ଅର୍ଗାନାଇଜେଶନ୍‌ (ପିଏଏଚ୍‌ଓ) ରିଭଲଭିଙ୍ଗ୍‌ ଫଣ୍ଡ୍‌ ସହଯୋଗରେ କରୋନା ଟୀକା କିଣି ନିମ୍ନ ଓ ନିମ୍ନ ମଧ୍ୟମ ଆୟକାରୀ ଦେଶକୁ ଭାକ୍‌ସିନ୍‌ ଯୋଗାଇବ ୟୁନିସେଫ୍‌ । ଭାକ୍‌ସିନ୍‌ କିଣିବା ପାଇଁ ୟୁନିସେଫ୍‌କୁ ୮୦ ଦେଶ ପାଣ୍ଠି ଯୋଗାଇବେ ।

Nalco
Leave A Reply