ବିଶ୍ୱ କରୋନା ଭୂତାଣୁ ପାଇଁ ପ୍ରାୟ ଅଶିହଜାର ଲୋକଙ୍କୁ ହରାଇସାରିଲାଣି । ଆମଦେଶରେ ଅନେକ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଯେ ଅପ୍ରେଲମାସ ୩୦ତାରିଖ ପର୍ଯ୍ୟନ୍ତ ତାଲାବନ୍ଦି ବଳବତ୍ତର ରହୁ । କାରଣ ଚୀନ କରୋନା ଯୁଦ୍ଧରେ ଏଇ ତାଲାବନ୍ଦି ଆୟୁଦ୍ଧ ଦ୍ୱାରା ଏକପ୍ରକାର ଜୟଲାଭ କରିଛି । ତାଲାବନ୍ଦି ଏବଂ ସାମାଜୀକ ଦୂରତା କରୋନା ସହ ଲଢିବା ପାଇଁ ଦୁଇଟି ବିଶିଷ୍ଟ ଉପାୟ । ଏବେ ଉହାନସହରରୁ ସବୁ କଟକଣାଗୁଡିକ ଉଠିଲାପରେ ଜନଜୀବନ ସାଧାରଣ ହେବାକୁ ଆରମ୍ଭ କରିଛି । ଏଥିପାଇଁ ଉହାନବାସୀଙ୍କୁ ଛସ୍ତରି ଦିନ, ମାନେ ଅଢେଇ ମାସ ଅପେକ୍ଷା କରିବାକୁ ପଡିଲା । ଆଜି ଇଟାଲୀ, ସ୍ପେନ୍, ଫ୍ରାନ୍ସ ଓ ଆମେରିକାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଡାକ୍ତରମାନେ ଭାରତର ଆଜିଦିନର ଅବସ୍ଥା ବିଶ୍ଖେଷଣ କରି କହୁଛନ୍ତି ଯେ ଜୁନ୍ମାସର ପ୍ରଥମସପ୍ତାହ ପର୍ଯ୍ୟନ୍ତ ଆମପାଇଁ କରୋନା ଭୂତାଣୁ ସଙ୍କାଟାପର୍ଣ୍ଣ ସ୍ଥିତିରେ ରହିବ । ବିଶ୍ୱ ଆମକୁ ପ୍ରଂଶସା କରିବାର କାରଣ ହେଲା ଯେ ବିକଶିତ ଦେଶରେ ଲୋକଗୁଡାକ ଯେତେବେଳେ ପୋକମାଛି ପରି ମରୁଛନ୍ତି, ସେତେବେଳେ ଆମସଂଖ୍ୟା ଦୁଇଶହ ଭିତରେ ସୀମିତ ଅଛି । ଆମେ ସେ ଅଲଣାପ୍ରଶଂସାରେ ଛାତି ଫୁଲେଇ ମାଆ ବେଙ୍ଗପରି ଫୁଲିଫୁଲି ଫାଟି ମରିଯିବା ଠିକ୍ନୁହେଁ । ଆଉରି ପ୍ରଶଂସା ମିଳିଥାନ୍ତା ଯଦି ନିଜାମୁଦ୍ଦିନ୍ରେ ତବଲିଗି ଜମାତ୍ ମରକଜ୍ ମେଳାଟି ହୋଇନଥାନ୍ତା । ଅନେକ ଅନୁରୋଧ ଧମକାଣ ପରେ ବି ସେମାନେ ସ୍ୱତଃପ୍ରବୃତ ଆସି ପରିଚୟ ଦେଇ ତବଲିଗି ଜମାତ୍ ମରକଜ୍ ମେଳାରେ ଥିଲେବୋଲି ପ୍ରକାଶ କରୁନାହାନ୍ତି । ଜଣେଜଣେ ଜାଣିଶୁଣି ନିଜର ଯାତାୟତ ବିବରଣୀ ବି ଲୁଚାଉଛନ୍ତି । ମୂଷାକୁ ବୁଦ୍ଧି ଶିଖେଇବାକୁ ଯାଇ ନିଜଘରେ ନିଆଁ ଲଗାଇବା ଭଳି କଥା ।
ଆମ ଦେଶ ଧର୍ମନିରପେକ୍ଷତାକୁ ପ୍ରୋସôାହନ ଦେଇ ଆସୁଛି ବୋଲି ହିନ୍ଦୁସ୍ଥାନ୍ରେ ଆଜିଦିନରେ ମୁସ୍ଲିମ୍ଙ୍କ ସଂଖ୍ୟା କିଛିବର୍ଷ ଭିତରେ ପାକିସ୍ଥାନର ସମୁଦାୟ ଜନସଂଖ୍ୟା ଠାରୁ ବେଶି ହେବାକୁ ଯାଉଛି । ଏବେ ଯେଉଁ ହିସାବରେ ଦିଲ୍ଲୀର ମୌଲାନା ସାଦ୍ କରୋନାକୁ ଗଳାରେ ଲଗେଇ ସରକାରଙ୍କ ଆଦେଶକୁ ଫୁ’ରେ ଉଡେଇଲେ, ଅନ୍ୟଜଣେ କାଦ୍ରୀ ହାଇଦ୍ରାବାଦ୍ରେ ସେ କରୋନାବାହକଙ୍କୁ ଯେଉଁ ହିସାବରେ ମସିହା କହି ଗଣମାଧ୍ୟମକୁ ଧମକାଇଲେ, ଏଥିରୁ ହିନ୍ଦୁସ୍ଥାନ ବହୁତ କିଛି ଶିଖିବାର ଅଛି । ଯାଜପୁର ଜିଲ୍ଲା ବଡଚଣାରର ମୋର ଜଣେ ଅନ୍ତରଙ୍ଗ ଅଜିରୁଦ୍ଦିନ୍ ମହମଦ୍, ପିଡବ୍ଲିୟୁଡି ଅଫିସରେ ପିଅନ ସବୁବେଳେ ଫୋନ୍କରି ଭଲମନ୍ଦ ବୁଝିବ । ତାର ବେଗମ ବି ସେହିଭଳି ନିଜର ଯତ୍ନ ନେବାପାଇଁ ଆଗ୍ରହ କରିବ । ବହୁବର୍ଷ ପରେ ସେଦିନ ମୋତେ ତା’ଅଫିସରେ ଦେଖି ଏମିତି ହେକ୍କା ଉଠେଇ କାନ୍ଦିଲା ଯେ କ୍ୟବସିୟର୍ ପୁଷ୍ଟିବାବୁ ଆଶ୍ଚର୍ଯ୍ୟ ହୋଇଗଲେ । ଦିନକୁ ପାଂଚଥର ନମାଜ ଓ ଜୁମ୍ମାରେ ମସ୍ଜିଦ୍ ଖୋଜିବ । କୋରାନର ପ୍ରକୃତ ଜ୍ଞାତା ଓ ସଚ୍ଚାମୁସ୍ଲିମ୍ ହୃଦୟରେ ମୋହବତ୍ ପ୍ରେମ ହି ଭରି ରହିଛି । ସିଏ କ’ଣ ମଣିଷ ସମାଜପ୍ରତି ନଫରତ୍ ଭାବ ଆଣିିପାରିବ! ପ୍ରାୟ କୋଡିଏ କୋଟି ମୁସ୍ଲିମ୍ଭାଇଙ୍କ ଭିତରୁ ଅନ୍ୱେଶତ ପ୍ରତିଶତ, ଅର୍ଥାତ୍ ଉଣେଇଶି କୋଟି ଅଶିଲକ୍ଷ ମୁସ୍ଲିମ୍ ଭାଇ ଦେଶପ୍ରେମୀ, ଦେଶ ସାଙ୍ଗରେ ରହିଛନ୍ତି, ରହୁଛନ୍ତି ଏବଂ ଆଗକୁ ରହିବେ ମଧ୍ୟ । କିନ୍ତୁ ବାକି ଯେଉଁ ଏକ ପ୍ରତିଶତ, ମାନେ କୋଡିଏ ଲକ୍ଷ ମୁସ୍ଲିମ୍ ରହିଲେ ପ୍ରତ୍ୟେକ ଜରୁରୀକାଳୀନ ପରିସ୍ଥିତିରେ ତାଙ୍କ ଉପରେ ତୀକ୍ଷ୍ନ ନଜର ରଖିବାକୁ ହେବ । ଭଗବାନ୍ କରନ୍ତୁ ଏପରି ନହେଉ, କିନ୍ତୁ ଭବିଷ୍ୟତରେ ପାକିସ୍ଥାନର ନାପାକ୍ ହରକତ ଯୋଗୁଁ ଯଦି କେବେ ଯୁଦ୍ଧ ଲାଗିଯାଏ ତେବେ ଏ’ମାନେ ଆମର ଆଭ୍ୟନ୍ତରୀଣ ସାମାଜୀକ ବ୍ୟବସ୍ଥାକୁ ଛୁରାମାରି ତଳିତଳାନ୍ତ କରିବାପାଇଁ ପ୍ରଚେଷ୍ଟା କରି ପାରନ୍ତି । ଭାରତର ନାଗରିକମାନଙ୍କୁ ମାରିବାପାଇଁ ଯେଉଁମାନେ ଦୁଇଶହ ସତୁରି ଜିଲ୍ଲାରେ କରୋନା ଭୁତାଣୁକୁ ପହଁଚେଇ ଲୁଚି ପାରୁଛନ୍ତି, ତାଙ୍କ ଠାରୁ ଆମେ ଅଧିକ କ’ଣ ଆଶା କରିବା! “ଭାରତ ଏକ ମହାନ ଦେଶ ଯେଉଁଥିରେ ବିଭିନ୍ନ ଜାତି, ଧର୍ମ, ଭାଷା ଓ ସଂସ୍କୃତିର ଲୋକମାନେ ଏକତ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ବସବାସ କରନ୍ତି ।”- ଏ ଭଳି ମିଥ୍ୟା ପ୍ରହସନ ଚିକ୍କଣ କଥା ବିଶ୍ୱରେ ପ୍ରଚାର ନକରି ଯାହା ଠିକ୍ ସେଇଆ ସବୁ ସଭାସମିତିରେ କୁହ, ସେଇଆ ଗଣମାଧ୍ୟମରେ ଦେଖାଅ । “ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ହୋଇସୁଧା ଆମେ ଅହିଂସା ଓ ଶାନ୍ତିରେ ବିଶ୍ୱାସ କରୁ । ଗାନ୍ଧୀ ଆମର ଆଦର୍ଶ ।” – ଏ’ସବୁ ବକ୍ବାସ୍ । ଭାଗ୍ୟବାନ୍ ଆମେ କେଇକୋଟି ଓଡିଆ ଓଡିଶାରେ ଅଛେ, ଯେଉଁଠାରେ ଆମ ମୁଖ୍ୟମନ୍ତ୍ରୀ ଜାତି ଧର୍ମ ବର୍ଣ୍ଣର ରାଜନୀତି କରନ୍ତିନି । କିନ୍ତୁ ପଡୋଶୀ ରାଜ୍ୟରେ ଦେଖିଲେ ପ୍ରକୃତ କ’ଣ ଚାଲିଛି ଜାଣିବାରେ କିଛି ଅସୁବିଧା ନାହିଁ । ଦିଲ୍ଲୀରେ ଯଦି ସରକାରୀ କଳର ସହଯୋଗ ନ’ଥାନ୍ତା, ଏ କରୋନା ବାହକ ତା’ର ମିଶନ୍ରେ କ’ଣ ସଫଳ ହୋଇ ପାରିଥାନ୍ତା! କିଛି ନେତା ଭାବୁଛନ୍ତି ମୋଦୀକୁ ବଦ୍ନାମ୍ କରିବାକୁ କରୋନା ପରି ସୁଯୋଗ ଆଉ ତାଙ୍କୁ ଆଗକୁ ଯୁଟିବନି । ମୃତୁ୍ୟସଂଖ୍ୟା ବେଶି ହେଲେ ସରକାର ବିଫଳ ହେଲାବୋଲି ରାସ୍ତାକୁ ଆସି କଣ୍ଠଫଟେଇ ରାଜନୀତି କରିବେ । ସ୍ୱାମୀ ପଛେ ମରୁ, କିନ୍ତୁ ସଉତୁଣୀ ରାଣ୍ଡ ହେବା ଦରକାର ।
ଜାତୀୟ ସଂହତି ବିଷୟରେ ବହୁଜାଗାରେ ଲମ୍ବାଲମ୍ବା ଭାଷଣମାନ ଶୁଣିବାକୁ ମିଳୁଛି । କିନ୍ତୁ ଯେଉଁ ହିସାବରେ ଆମର ଅଳ୍ପ କିଛି ଅବାଧ୍ୟ ମୁସ୍ଲିମ୍ଭାଇ କରୋନାକୁ ନେଇ ସମଗ୍ର ଦେଶର ପ୍ରତ୍ୟେକ ଜିଲ୍ଲାରେ ପହଁଚେଇଦେଲେ, ଲାଗୁନି ଆମର ଜାତୀୟ ସଂହତି ନାମରେ ସେମିତି କିଛି ଅଛି ବୋଲି । କଲେ ତ କଲେ , ଏବେ ନିଜ ଦୋଷ ସ୍ୱୀକାର ନକରି ଲୁଚି ଲୁଚି କରୋନା ବାଂଟିବା କଥା ଆଦୌ ଦେଶକୁ ହଜମ ହେଉନି । ସବୁଠାରୁ ବଡକଥା ହେଲା ସେମାନେ ସବୁ ଲଘୁ ସମ୍ପ୍ରଦାୟ ହିସାବରେ ଦେଶର ଅନେକ ସ୍ୱତନ୍ତ୍ର ସୁବିଧା ସୁଯୋଗ ଉପଭୋଗ କରିବା ସହ ନିତିପ୍ରତି କରଦାତାଙ୍କର ପ୍ରଚୁର ଅର୍ଥ ସେମାନଙ୍କ ପାଇଁ ଶ୍ରାଦ୍ଧ ହେବାରେ ଲାଗିଛି । ଏଇଟା କ’ଣ ଗୋଖରକୁ କ୍ଷୀର ପିଆଇବା ଭଳି ନୁହେକି! କରୋନାରେ ଲୋକଙ୍କ ପ୍ରାଣହାନି ଘଟୁଛି, ଯେଉଁମାନେ ଦେଶର ନାଗରିକମାନଙ୍କର ଜୀବନ ସହ ଖେଳୁଛନ୍ତି ତାଙ୍କପ୍ରତି ସରକାର ଏତେ ଦୟାଶୀଳ କାହିଁକି? କଅଁଳ କଥା ସିଧା ଆଙ୍ଗୁଳିରେ ଘିଅ ବାହାରିବା କ’ଣ ସମ୍ଭବ! କୌଣସି ଶଙ୍କରାଚାର୍ଯ୍ୟ ଯଦି ହିନ୍ଦୁ ସମ୍ମେଳନଟିଏ ପାଇଁ ଜିଦ୍ କରିଥାନ୍ତେ, ତେବେ ପୋଲିସ୍ ସବ୍ଇନିସ୍ପେକ୍ଟର୍ କାଫି, ନହେଲେ ଅତିବେଶିରେ ଉପଜିଲାପାଳ । କିନ୍ତୁ ଲଘୁସମ୍ପ୍ରଦାୟର ଲୋକବୋଲି ସାଦ୍ ବିଷୟରେ ଆମର ଗୃହମନ୍ତ୍ରୀ ଓ ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କ ମୁଣ୍ଡ ବିନ୍ଧିଲା । ଶେଷରେ ଜାତୀୟ ସୁରକ୍ଷା ଉପଦେଷ୍ଟା ରାତି ଦୁଇଟାବେଳେ ତାଙ୍କ ଘରକୁ ବୁଝେଇବାକୁ ଗଲେ । ଏଇଥିରୁ ଜଣାଯାଏ ହିନ୍ଦୁସ୍ଥାନରେ ମୁସ୍ଲିମ୍ ଲୋକଟିର ଯେତିକି କାଟ୍ତି, ହିନ୍ଦୁମାନଙ୍କର କାହିଁ! ସେମାନେ କାହିଁକି ଗଣମାଧ୍ୟମକୁ ଧମକେଇବେନି! ସେମାନେ ଠିକ୍, ଆମର ଭୁଲ୍, ଆମ ସରକାରର ଭୁଲ୍ ।
ଏଇ କିଛିଦିନର ଘଟଣାକ୍ରମକୁ ବିଚାରକଲେ ଅନ୍ଧ ବି କହିବ ଭାରତର ଜାତୀୟ ସଂହତି ବହୁ ପରିମାଣରେ ବିପନ୍ନ ହୋଇଛି । ଏପରିକି ଇଂରେଜମାନଙ୍କ ସମୟରେ ବି ଏହାର ମାନଦଣ୍ଡ ଏହାଠାରୁ ଭଲଥିଲା । ମୁସଲ୍ମାନ୍ ଓ ହିନ୍ଦୁ ଦୁଇଦଳ ହୋଇଛନ୍ତି ବୋଲି ସିଧାସିଧା ଦେଖାଯାଉଛି । କରୋନା ମହାମାରିର ପ୍ରହାରରେ ଆମ ଦେଶରେ ଉପୁଜିଥିବା ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ଆମର ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଜାତୀୟ ସଂହତିର ଉପରେ ସମଗ୍ର ଦେଶବାସୀଙ୍କୁ ଏକ୍ ହୋଇ ଲଢେଇ କରିବାର ଥିଲା । କିନ୍ତୁ ଯାହା ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ, ଅମାନବୀୟ ଏବଂ ଅସହନୀୟ ମଧ୍ୟ । ଆଉରି ଆଗକୁଆଗକୁ ଏଭଳି ପରିସ୍ଥିତିରେ ଠିକ୍ ଏଇକଥା ନିଶ୍ଚିତ ଘଟିବ । ତେଣୁ ସତ୍ୟ ଠାରୁ ଦୂରେଇଯାଇ ମିଛଭାଷଣରେ ପେଟ ପୂରେଇ କିଛି ଲାଭ ନାହିଁ । କିଛି କ୍ଷମତାଲୋଭି ନେତା ଏସବୁ ବିଷୟରେ ସାମ୍ନାକୁ ଆସି ଉସ୍କାଉଛନ୍ତି, ଯାହାକି ଆଦୌ ଉଚିତ୍ ନୁହେଁ । ତୁମେ ଥିଲ, ସିଏ ଆସିଲେ । ପୁଣି ସିଏ ଯିବେ, ତୁମେ ଆସିବ । କିନ୍ତୁ ଏମିତି ଜନବିରୋଧି ମନ୍ତବ୍ୟଦେଇ ଦେଶକୁ ହରଡଘଣାରେ ପକେଇଲେ କିଏ ତୁମକୁ ପଚାରିବ! ଦେଶକୁ ରକ୍ଷା କରିବା, ନାଗରିକଙ୍କ ହିତସାଧନ କରିବା ଏବଂ ସର୍ବଧର୍ମସମନ୍ୱୟ ବଜାୟ ରଖିବା ଖାଲି ସରକାରର କାମନୁହେଁ, ଏହା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ଅମୃତ ହାଣ୍ଡିରେ ଠୋପାଏ ବିଷ ଯେମିତି ପୂରା ହାଣ୍ଡିକୁ ବିଷାକ୍ତ କରିଦିଏ, ସେହିପରି ଆଜି ନିଜାମୁଦ୍ଦିନ୍ର ତବଲିଗି ଜମାତ୍ ମରକଜ୍ ମେଳାର ଦୁଇହଜାର ମୁସ୍ଲିମ୍ଭାଇ ସମଗ୍ର ଦେଶରେ ବିଷାଣୁର ବିଜ ବପନ କରି ସମସ୍ତଙ୍କୁ ଅଡୁଆରେ ପକେଇଦେଇଛନ୍ତି । ଯାହା ହେଲା ହେଲା । ଏବେ ସେ ସମସ୍ତଙ୍କୁ ଅନୁରୋଧ ସାମ୍ନାକୁ ଆସି ସ୍ୱୀକାର କର । ନହେଲେ ନିଜେ ମରିବ, ଅନ୍ୟକୁ ବି ମାରିବ । ଏବେ ସେହି ଦୁଇଟି ସୂତ୍ର କଡାକଡି ମାନି ଚଳିବାରୁ ଚୀନ୍ ଖୋଲା କିନ୍ତୁ ବିଶ୍ୱରେ ତାଲା ।